• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ସ୍ତ୍ରୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ

Proprietor Abhimanyu Maharana by Proprietor Abhimanyu Maharana
July 30, 2023
in ଅପରାଧ, ଓଡ଼ିଶା, ଗଜପତି, ହୋମ୍
0
ସ୍ତ୍ରୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ
Share on FacebookShare on TwitterWhatsapp

ପ୍ରଥମ ସ୍ତ୍ରୀ ଜୀବିତ ଥାଇ ସରକାରୀ ଚାକିରିରୁ ଅବସର ନେଇଥିବା ସ୍ବାମୀ ଦ୍ୱିତୀୟ ବିବାହ କରି ତାଙ୍କର ସମସ୍ତ ବକେୟା ଟଙ୍କା ହଡ଼ପ ଉଦ୍ୟମକୁ ପ୍ରଥମ ସ୍ତ୍ରୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ

୨୯ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି  :- ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବନ ମଣ୍ଡଳ ଅଧୀନରେ କାର୍ଯ୍ୟରତ ପୂର୍ବତନ ଫରେଷ୍ଟ ଗାର୍ଡ ଯୁଧିଷ୍ଟିର ପାତ୍ର ଅରଫ ଗୋବର୍ଦ୍ଧନ ପ୍ରଥମ ସ୍ତ୍ରୀ ଜୀବିତ ଥାଇ ଦ୍ୱିତୀୟ ବିବାହ କରି ଦ୍ୱିତୀୟ ସ୍ତ୍ରୀକୁ ଧରି ବନ ବିଭାଗରେ ତାଙ୍କର ବକେୟା ପଡିରହିଥିବା ପେନସନ ଅର୍ଥ ସମେତ ଅନ୍ୟ ଅର୍ଥ ଉଠାଇ ନେବା ପାଇଁ ଉଦ୍ୟମ କରିବା ବେଳେ ପ୍ରଥମ ସ୍ତ୍ରୀ ଶ୍ରୀମତୀ ମାଳତୀ ପାତ୍ର ପହଞ୍ଚି ବିରୋଧ କରିଛନ୍ତି l ସୂଚନା ଯୋଗ୍ୟ ଏହିକି ଯେ ଜଣେ ବନବିଭାଗ କର୍ମଚାରୀ ଫରେଷ୍ଟ ଗାର୍ଡ ଯୁଧିଷ୍ଟିର @ ଗୋବର୍ଦ୍ଦନ ପାତ୍ର, ପିତା ସ୍ବର୍ଗତ ଭିକାରୀ ପାତ୍ର ପାରଳାଖେମୁଣ୍ତି ବନ ମଣ୍ତଳ ଅଧିନରେ କାର୍ଯ୍ୟରତ ଥିବା ସମୟରେ ସରକାର କର୍ମଚାରୀ ଥାଇ ପ୍ରଥମ ବିବାହିତ ପତ୍ନୀ ଶ୍ରୀମତି ମାଳତି ପାତ୍ର, ପାରଳାଖେମୁଣ୍ଡି ସହରର ସୀମାନ୍ତ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ନାସର୍ନ୍ଦ୍ରା ଗ୍ରାମ ନିବାସୀ ଜୀବିତ ଥିବା ବେଳେ ତାଙ୍କ ବିବାହିତ ପତି ଯୁଧିଷ୍ଟିର @ ଗୋବର୍ଦ୍ଦନ ପାତ୍ର ନିଜକୁ ନିଖୋଜ ଦେଖାଇ ପୁଣି ନାସନ୍ଦ୍ରା ଫେରି କିଛି ଦିନ ରହି ଉଭାନ ହୋଇ ଚଞ୍ଚକତା କରି ଦ୍ୱିତୀୟ ବିବାହ ମିନତି. ପରବର୍ତ୍ତି ପାତ୍ର ସଜ୍ଞାରେ ,

କରି ଦ୍ୱିତୀୟ ବିବାହର ସମସ୍ତ ତଥ୍ୟ ପାରଳାଖେମୁଣ୍ଡି ସ୍ଥିତ ଡ଼ି.ଏଫ.ଓ. ଅଫିସରେ ଦାଖଲ କରି ସମସ୍ତ ସରକାରୀ ବକେୟା ଟଙ୍କାକୁ ହଡ଼ପ କରିବା ଯୋଜନା କରିଥିଲେ ପ୍ରଥମ ସ୍ତ୍ରୀକୁ ସମସ୍ତ ଦାବୀରୁ ବଞ୍ଚିତ କରିବା ନିମନ୍ତେ ସଡ଼ଯନ୍ତ୍ର କରିଥିବା ଘଟଣା ପ୍ରଥମ ସ୍ତ୍ରୀ ମାଳତୀ ପାତ୍ର ଜାଣିବା ପରେ ଡିଏଫଓଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଯୁଧିଷ୍ଟିର ପାତ୍ର ଅରଫ ଗୋବର୍ଦ୍ଦନ ପାତ୍ର ଙ୍କମୁଁ ପ୍ରଥମ ସ୍ତ୍ରୀ ବୋଲି ଦାବି ଉପସ୍ଥାପନ କରିଥିଲେ ମୋର ଅଜାଣତରେ ମୋ ସ୍ବାମୀଙ୍କ ବକେୟା ପଡ଼ିଥିବା କୌଣସି ଅର୍ଥ କିମ୍ବା ପେନସନ ଦ୍ୱିତୀୟ ସ୍ତ୍ରୀକୁ ଦିଆ ନଯାଉ ପ୍ରଥମ ସ୍ତ୍ରୀ ଜୀବିତ ଥାଇ ଦ୍ୱିତୀୟ ବିବାହ ଆଇନ ଅନୂଯାଇ ଅସିଦ୍ଧ ଓ ଖାରଜ ଅଟେ ।

ଏଥିନେଇ ପ୍ରଥମ ସ୍ତ୍ରୀ ମାଳତି ପାତ୍ର ଆପତ୍ତି ଉଠାଇ ଅଭିଯୋଗ ପତ୍ର ତାଙ୍କ ଏଡ଼ଭୋକେଟ୍ ଜରିଆରେ ଲିଗାଲ ନୋଟିସ୍ ସମସ୍ତ ବିଭାଗୀୟ ସରକାରୀ କର୍ତ୍ତୁପକ୍ଷଙ୍କୁ P.C.C.F/ACCF/D.F.O/Collector ଙ୍କୁ ପ୍ରେରଣ କରିଅଛନ୍ତି ଓ ମୋ ସ୍ବାମୀ ଫରେଷ୍ଟ ଗାର୍ଡ଼ ଯୁଧିଷ୍ଟିର @ ଗୋବର୍ଦ୍ଦନ ପାତ୍ର ବିରୁଦ୍ଧରେ ଦୃଢୃ କାର୍ଯ୍ୟାନୂଷ୍ଠାନ ଓ ତାଙ୍କର ସମସ୍ତ ସରକାରୀ ବକେୟା ଟଙ୍କା ପ୍ରଦାନକୁ ସ୍ତଗିତ ରଖିବା ନିମନ୍ତେ ସରକାରୀ କତ୍ତୁପକ୍ଷଙ୍କୁ ନିବେଦନ କରିଛନ୍ତି ଜଣେ ପଛୁଆ ବର୍ଗ ମହିଳା ପ୍ରତି ଏଭଳି ଅନ୍ୟାୟ ଅତ୍ୟନ୍ତ ହିନମନୋବୃତ୍ତି ସୁଚାଉଛି । ଏଥିନେଇ ଜିଲ୍ଲା ପ୍ରଶାସନଓ ବିଭାଗୀୟ ଅଧିକାରୀ ଗୁରୁତ୍ୱ ର ସହ ବିଚାର କରି ବିହିତ କଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ମାଳତି ପାତ୍ର ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଥିବା ନେଇ ଆମ ଜିଲ୍ଲା ପ୍ରତିନିଧିଙ୍କୁ କହିଛନ୍ତି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

August 2, 2026
ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

August 2, 2026
ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

August 2, 2026
ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ

ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ

August 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

August 2, 2026
ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

August 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version