• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଷ୍ଣୁଙ୍କ ମହାନତା : ନିଖୋଜ୍ ବୃଦ୍ଧଙ୍କୁ ପହଞ୍ଚାଇଲେ ଘରେ

Proprietor Abhimanyu Maharana by Proprietor Abhimanyu Maharana
July 24, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ବିଷ୍ଣୁଙ୍କ ମହାନତା : ନିଖୋଜ୍ ବୃଦ୍ଧଙ୍କୁ ପହଞ୍ଚାଇଲେ ଘରେ
Share on FacebookShare on TwitterWhatsapp

ବିଷ୍ଣୁ ମନରେ ସନ୍ଦେହ ହେବାରୁ ତାଙ୍କ ସହଯୋଗୀ ଅମର ଓ ମହିଙ୍କ ସହଯୋଗରେ ରଣପୁର ପୋଲିସ୍ ଷ୍ଟେସନକୁ ନେଇଥିଲେ ଏବଂ ଆଇନତଃ ବୃଦ୍ଧ ଜଣକୁ କିପରି ନିରାପତ୍ତାର ସହିତ ତାଙ୍କ ଘରକୁ ପଠେଇବେ ସେଥିପାଇଁ ବ୍ୟବସ୍ଥା କରିଥିଲେ ।

ରଣପୁର ପୋଲିସ୍ ଷ୍ଟେସନ୍ ଓ ବିଷ୍ଣୁଙ୍କ ସହିତ ଯୋଗାଯୋଗ କରିଥିଲେ । ଏବଂ ସେ ବୃଦ୍ଧ ଜଣକଙ୍କର ଠିକଣା ଇଟାମାଟି ବୋଲି ଜାଣିବାକୁ ପାଇଥିଲେ ।

 ୨୩ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର, :- ଦୁଇଦିନ ତଳର କଥା ସମୟ ଅପରାହ୍ନ ରଣପୁର ସଦର ଅଞ୍ଚଳରେ ଏଣେତେଣେ ବୁଲୁଥିଲେ ଜଣେ ବୃଦ୍ଧ । ବୟସ ପଞ୍ଚଷଠି କି’ ସତୁରୀ ହେବ । ବୃଦ୍ଧ ମଉସା ଜଣଙ୍କ ହାବଭାବ ଦେଖି ମନରେ ସନ୍ଦେହ ଜାତହେଲା ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଜଣେ ନିରଳସ ହୃଦୟବାନ୍ ଓ ପରୋପକାରୀ ଯୁବକଙ୍କ ମନରେ । ଏହି ୩୦ ବର୍ଷିୟ ଯୁବକ ହେଉଛନ୍ତି ବିଷ୍ଣୁ,ବିଷ୍ଣୁ ପ୍ରସାଦ ମିଶ୍ର । ନାମ ଯେମିତି କାମ ମଧ୍ୟ ସେମିତି । ରଣପୁର ଅଞ୍ଚଳର ଯୁବକମାନଙ୍କୁ ସଙ୍ଗଠିତ କରି ଜିଲ୍ଲା ତଥା ରଣପୁରରେ ଅନ୍ୟାନ୍ୟ ଖେଳ ପରି ହକି ଖେଳର କିପରି ଆଦର ପାଇବା ସହ ହକି କ୍ଷେତ୍ରରେ ରଣପୁରର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ ସେଥିପାଇଁ ଜାରି ରଖିଛନ୍ତି ସାଧୁ ଉଦ୍ୟମ । କେବଳ ଖେଳ କାହିଁକି..? ସମାଜ ସେବା କ୍ଷେତ୍ରରେ ଜାରି ରଖିଛନ୍ତି ସାଙ୍ଗଠନିକ କାର୍ଯ୍ୟ ।

ସାଙ୍ଗଠନିକ ଦକ୍ଷତା ଯୋଗୁଁ ସାଙ୍ଗସାଥି,ପ୍ରିୟଜନ ତଥା ରଣପୁର ଅଞ୍ଚଳବାସୀଙ୍କ ନିକଟରେ ସାଜିଛନ୍ତି ପ୍ରେରଣାର ଉତ୍ସ । ଉଦ୍ୟମ ବି ବ୍ୟର୍ଥ ଯାଇନି,କେତେକାଂଶରେ ସଫଳ ହୋଇଛି ମଧ୍ୟ । ସେହି ଉଦୀୟମାନ ଯୁବକ ତାଙ୍କ ସାଙ୍ଗସାଥିଙ୍କୁ ସଙ୍ଗରେ ଧରି ସନ୍ଦିହାନ ଅବସ୍ଥାରେ ବା ଇତଃସ୍ତତ ଅବସ୍ଥାରେ ବୁଲୁଥିବା ବୃଦ୍ଧଙ୍କ ନିକଟରେ ପହଞ୍ଚି ବୃଦ୍ଧଙ୍କର ପରିଚୟ ପାଇଥିଲେ । ନାମ,ଗ୍ରାମ ଇତ୍ୟାଦିର ସନ୍ଧାନ ନେଇଥିଲେ । ବୃଦ୍ଧ ଜଣକ ଯଦିଓ ତାଙ୍କ ନାମ କୁମର ଘଡେଇ ବୋଲି ପରିଚୟ ଦେଇଥିଲେ କିନ୍ତୁ ଠିକଣାକୁ ଠିକ୍ ଭାବରେ ଜଣେଇ ନଥିଲେ । କହିଥିଲେ ତାଙ୍କ ଘର ଦଶପଲ୍ଲା ଅଞ୍ଚଳ ବୋଲି । କିନ୍ତୁ ବିଷ୍ଣୁ ମନରେ ସନ୍ଦେହ ହେବାରୁ ତାଙ୍କ ସହଯୋଗୀ ଅମର ଓ ମହିଙ୍କ ସହଯୋଗରେ ରଣପୁର ପୋଲିସ୍ ଷ୍ଟେସନକୁ ନେଇଥିଲେ ଏବଂ ଆଇନତଃ ବୃଦ୍ଧ ଜଣକୁ କିପରି ନିରାପତ୍ତାର ସହିତ ତାଙ୍କ ଘରକୁ ପଠେଇବେ ସେଥିପାଇଁ ବ୍ୟବସ୍ଥା କରିଥିଲେ ।

ପୋଲିସ୍ ସହାୟତା ସହିତ ସାମାଜିକ ଗଣମାଧ୍ୟମର ଆଶ୍ରୟ ନେଇଥିଲେ ଏବଂ ନିଜ ଫେସବୁକ୍ ଆଇଡିରୁ ବୃଦ୍ଧଙ୍କ ଫଟୋଚିତ୍ର ସହିତ ବୃଦ୍ଧ ଜଣଙ୍କୁ ତାଙ୍କ ପରିବାର ଲୋକ ରଣପୁର ଥାନାରୁ ଆସି ସୁରକ୍ଷିତ ଭାବେ ନେଇଯିବା ପାଇଁ ଅପିଲ୍ କରିଥିଲେ । ଏବଂ ପରବର୍ତ୍ତୀ ସମୟରେ ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ବୃଦ୍ଧଙ୍କ ପ୍ରକୃତ ଠିକଣା ମିଳିବା ସହ ଘଟଣାର ସତ୍ୟାସତ୍ୟ ଜଣାପଡିଥିଲା । ରଣପୁର ପୋଲିସ୍ ଷ୍ଟେସନ୍ ଓ ବିଷ୍ଣୁଙ୍କ ସହିତ ଯୋଗାଯୋଗ କରିଥିଲେ । ଏବଂ ସେ ବୃଦ୍ଧ ଜଣକଙ୍କର ଠିକଣା ଇଟାମାଟି ବୋଲି ଜାଣିବାକୁ ପାଇଥିଲେ । କିନ୍ତୁ ତାଙ୍କ ପରିବାର ଲୋକଙ୍କ ସହିତ ଭୁବନେଶ୍ୱରରେ ରୁହନ୍ତି କିନ୍ତୁ କୌଣସି କାରଣରୁ ତାଙ୍କ ପାରିବାରିକ ଝଗଡା କାରଣରୁ ପ୍ରାୟ ଚାରିମାସ ହେବ ଘରୁ ପଳାଇ ଆସି ଏଣେତେଣେ ବୁଲୁଥିବା ଜଣାପଡିଛି । ତମାମ୍ ଘଟଣାକୁ ଅନୁଧ୍ୟାନ କରାଯାଇ ଆଇନତଃ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରାଯାଇ ବୃଦ୍ଧଜଣକୁ ସୁରକ୍ଷିତ ଭାବେ ହସ୍ତାନ୍ତର କରାଯାଇଛି । ତେଣୁ ଏଭଳି ମହାନତା କାର୍ଯ୍ୟପାଇଁ ବିଷ୍ଣୁଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଥିବା ଜଣାପଡିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
​ଆମେରିକା ସିନେଟର ଓ ମେୟରଙ୍କ କିଟ୍‍-କିସ୍‍ ପରିଦର୍ଶନ ୧୦ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ

​ଆମେରିକା ସିନେଟର ଓ ମେୟରଙ୍କ କିଟ୍‍-କିସ୍‍ ପରିଦର୍ଶନ ୧୦ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ

October 16, 2026
କୋଣାର୍କରେ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ନୀତି ନିର୍ଘଣ୍ଟ, ସୁରକ୍ଷା ନିମନ୍ତେ ମୁତୟନ ହେବେ ଏକ ସେକ୍ସନ ପୋଲିସ

କୋଣାର୍କରେ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ନୀତି ନିର୍ଘଣ୍ଟ, ସୁରକ୍ଷା ନିମନ୍ତେ ମୁତୟନ ହେବେ ଏକ ସେକ୍ସନ ପୋଲିସ

October 16, 2026
ବିଶ୍ବ ହାତଧୁଆ ଦିବସ-୨୦୨୬ ପାଳିତ

ବିଶ୍ବ ହାତଧୁଆ ଦିବସ-୨୦୨୬ ପାଳିତ

October 16, 2026
ଅର୍କକ୍ଷେତ୍ରର ଅଧିଷ୍ଠାତ୍ରୀ ମା’ ରାମଚଣ୍ଡୀ

ଅର୍କକ୍ଷେତ୍ରର ଅଧିଷ୍ଠାତ୍ରୀ ମା’ ରାମଚଣ୍ଡୀ

October 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

​ଆମେରିକା ସିନେଟର ଓ ମେୟରଙ୍କ କିଟ୍‍-କିସ୍‍ ପରିଦର୍ଶନ ୧୦ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ

​ଆମେରିକା ସିନେଟର ଓ ମେୟରଙ୍କ କିଟ୍‍-କିସ୍‍ ପରିଦର୍ଶନ ୧୦ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ

October 16, 2026
କୋଣାର୍କରେ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ନୀତି ନିର୍ଘଣ୍ଟ, ସୁରକ୍ଷା ନିମନ୍ତେ ମୁତୟନ ହେବେ ଏକ ସେକ୍ସନ ପୋଲିସ

କୋଣାର୍କରେ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ନୀତି ନିର୍ଘଣ୍ଟ, ସୁରକ୍ଷା ନିମନ୍ତେ ମୁତୟନ ହେବେ ଏକ ସେକ୍ସନ ପୋଲିସ

October 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version