• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ରାଜ୍ୟର 38 ଲକ୍ଷ ପିଲାଙ୍କୁ ମୂର୍ଖ କରିବା ଷଡଯନ୍ତ୍ର ପାଇଁ ଦାୟୀ କିଏ – ଓଡିଶା ଅଭିଭାବକ ମହାସଂଘ

Proprietor Abhimanyu Maharana by Proprietor Abhimanyu Maharana
June 26, 2020
in Uncategorized, ଓଡ଼ିଶା
0
ରାଜ୍ୟର 38 ଲକ୍ଷ ପିଲାଙ୍କୁ ମୂର୍ଖ କରିବା ଷଡଯନ୍ତ୍ର ପାଇଁ ଦାୟୀ କିଏ – ଓଡିଶା ଅଭିଭାବକ ମହାସଂଘ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୨୬ ଜୁନ୍ ଶୁକ୍ରବାର ) ଭୁବେନଶ୍ୱର :- ଭୁବନେଶ୍ୱର,ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ କହିବା ଅନୁଯାଇ ବର୍ତମାନ ରାଜ୍ୟରେ ସରକାରୀ ପ୍ରାଥମିକ ଓ ମାଧ୍ୟାମିକ ସ୍କୁଲରେ ସମୁଦାୟ 60 ଲକ୍ଷ ପିଲାଙ୍କ ମଧ୍ୟରୁ 22 ଲକ୍ଷ ପିଲା କରୋନା ମହାମାରୀ ସମୟରେ ସ୍କୁଲ ବନ୍ଦ ବେଳେ ଅନଲାଇନ ଓ ଭାଟସାପ ମାଧ୍ୟମରେ ପାଠ ପଡୁଛନ୍ତି, ଏଥିରୁ ସ୍ପଷ୍ଟ ଯେ 38 ଲକ୍ଷ କୋମଳବତୀ ପିଲା ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି । ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସରକାର ଏପରି କରିପାରିବେ ନାହଁ । ସମସ୍ତଙ୍କୁ ଶିକ୍ଷା ପ୍ରଦାନ ପାଇଁ ସରକାର ବାଧ୍ୟ । ଏହା ଦ୍ୱାରା ସରକାର 38 ଲକ୍ଷ ପିଲାଙ୍କୁ ମୂର୍ଖ କରିବାକୁ ଯୋଜନା କରୁଛନ୍ତି l ଯେଉଁ ମାନଙ୍କ ପାଖରେ ଆଣ୍ଡ୍ରୋଏଡ ମୋବାଇଲ ନାହିଁ କିମ୍ବା ନେଟୱର୍କ ଉପଲବ୍ଧ ନାହିଁ ସେମାନେ ଏହି କ୍ଲାସରୁ ବଞ୍ଚିତ ହେଉଛନ୍ତି । ସରକାର ସମସ୍ତଙ୍କ ପାଇଁ ମୋବଇଲ ବ୍ୟବସ୍ଥା ନ କରି ଅନଲାଇନ ବ୍ୟବସ୍ଥା ରେ ପାଠପଢା ଆରମ୍ଭ କରି ପିଲାମାନଙ୍କ ମଧ୍ୟରେ ଭେଦଭାବ ତିଆରି କରିଛନ୍ତି, ଯେଉଁ ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି ସେମାନେ ମୁଖ୍ୟତଃ ଗରିବ ଓ ଅପହଞ୍ଚ ଅଂଚଳର ।

ଏହା ଦ୍ୱାରା ପାଠ ପଢ଼ାରୁ ବଂଚିତ ପିଲାମାନେ ମାନସିକ ସ୍ତରରେ ଘୋର ପ୍ରଭାବିତ ହେଉଛନ୍ତି । ଆସାମ, ପଶ୍ଚିମ ବଙ୍ଗ ଓ କେରଳ ରେ ଏଥିପାଇଁ କିଛି ପିଲା ଆତ୍ମହତ୍ୟା କରିଥିବା ଗଣମାଧ୍ୟମ ରେ ପ୍ରକାଶ ପାଇଛି l ଓଡିଶାରେ ଏପରି ନ ହେବ ବୋଲି କିଏ କହିବ ? ଏହାହେଲେ ରାଜ୍ୟ ସରକାର ସମ୍ପୂର୍ଣ ଦାୟୀ ରହିବେ । ଯେଉଁମାନେ ବଂଚିତ ହେବେ ସେମାନଙ୍କ ମଧ୍ୟରୁ ଅନେକ ପାଠପଢା ଛାଡ଼ିଦେବେ । ଏହାଦ୍ୱାରା ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇବ, ଗରିବ ପିଲା ମନେ ବିଭିର୍ଣ୍ଣ କାଯ୍ୟରେ ଲିପ୍ତ ରହିବେ । ସରକାର ମଧ୍ୟାହ୍ନ୍ନ ଭୋଜନ ପଇସାଦେଇ ଠିକ କରିଛନ୍ତି ମାତ୍ର ଏମାନଂକୁ ଶୀଘ୍ର ବିକଳ୍ପ ବ୍ୟବସ୍ଥା ନ କଲେ ବହୁ ଅସୁବିଧାର ସମ୍ମୁଖୀନ ହେବାର ଅଛି ତଦସହିତ ଛୋଟ ଝିଅ ମାନଙ୍କ କ୍ଷେତ୍ରରେ ବାଲ୍ୟ ବିବାହ କୁ ପ୍ରୋତ୍ସାହନ ମିଳିବ । ଏହା ଆମ ରାଜ୍ୟର ଛୋଟ ପିଲାଙ୍କ ପାଇଁ ଅନ୍ୟାୟ ହେବ । ସରକାର ତୁରନ୍ତ ସମସ୍ତଙ୍କୁ ମୋବଇଲ ପ୍ରଦାନ କରି ପାଠ ପଢାନ୍ତୁ । ଅନ୍ୟ ଯୋଜନା ପରି ମୋବlଇଲ ଯୋଜନାରେ ପିଲାଙ୍କୁ ବା ଅଭିଭାବକ ମୋବାଇଲ ଦେଲେ ପାଠପଢା ଠିକ ହେଇ ପାରିବ ।

ଯେଉଁ ପିଲାମାନେ ପୂର୍ବରୁ ପାଠ ପଢି ସାରିଛନ୍ତି ଏବେ ଅନ୍ୟ ପିଲାମାନଙ୍କୁ ପାଠ ମୂଳରୁ ଆରମ୍ଭ କରିବେ କି କଣ କରିବେ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ । ସରକାର ଏହି ବଂଚିତ ପିଲାମାନଙ୍କୁ ସାମିଲ ପାଇଁ କମିଟି ଗଠନ କରିଛନ୍ତି ହେଲେ ଏଥିରେ ଯିଏ ମୁଖ୍ୟ ଭାଗିଦାର ଅଭିଭାବକ, ତଳସ୍ତର ନିର୍ବାଚିତ ପ୍ରତିନିଧି, ସାମାଜିକ ସଂଗଠନ ମାନଙ୍କୁ ସାମିଲ କରାଯାଇ ନାହିଁ । ଏହା ଫଳପ୍ରଦ କିପରି ହେବ । ସେପଟେ କେନ୍ଦ୍ର ସରକାର ଏ ବର୍ଷ ପାଠ୍ୟକ୍ରମ କୁ କମାଇବା ପାଇଁ ଯୋଜନା କରୁଛନ୍ତି ସେତେବେଳେ ସରକାର କଣ କରିବେ ବୋଲି ପ୍ରଶ୍ନ କରିଛି ଓଡିଶା ଅଭିଭାବକ ମହାସଂଘ । ଏହି କ୍ରମରେ ଏକ ସ୍ମାରକ ପତ୍ର ଆଜି ମହାସଂଘର ସାଧାରଣ ସମ୍ପାଦକ ଅଶୋକ ପାଇକରାୟଙ୍କ ନେତୃତ୍ୱରେ ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ, ଭୁମୋହନ ପଟ୍ଟନାୟକ, ଭୁବନେଶ୍ୱର ଆବାହକ ଶଙ୍କର ସାମନ୍ତରାୟଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ଓସେପାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଭୂପିନ୍ଦର ସିଂ ପୁନିଆଙ୍କୁ ଭେଟି ପ୍ରଦାନ କରିଛି । ତୁରନ୍ତ ଅବଶକୀୟ ପଦକ୍ଷେପ ନ ନେଲେ ମହାସଂଘ ରାଜ୍ୟରେ ଆନ୍ଦୋଳନ କରିବ ବୋଲି ଅଧ୍ୟକ୍ଷ୍ୟ ବାସୁଦେବ ଭଟ୍ଟ ଚେତାବନୀ ଦେଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

June 18, 2026
ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ

ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ

June 18, 2026
ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ

ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

June 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version