୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ଫୁଲନଖରା ଅଢାଳିଆ ସ୍ଥିତ ଡିପିଏସ କଳିଙ୍ଗରେ ଶନିବାର ଦିନ ପିତୃ ଦିବସ ପାଳିତ ହୋଇଥିଲା । ପ୍ରଥମ ଶ୍ରେଣୀରେ ଅଧ୍ୟୟନରତ କୁନିକୁନି ଛାତ୍ରଛାତ୍ରୀ ମାନେ ହସ ଉଲାସ ପରିବେଶ ମଧ୍ୟରେ ବାପାଙ୍କ ସହ ଖେଳିବା, ବେଲୁନ ଫୁଟାଇବା,ସହ ସେଲଫି ନେବା,ପୋଷ୍ଟର ତିଆରି କରିବା ଆଦି କାର୍ଯ୍ୟ କରିଥିଲେ ।















