• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାନବିକ ଅଧିକାର କାହାର ଦୟା କିମ୍ବା ଅନୁକମ୍ପା ନୁହେଁ : ବିଶ୍ୱଭୂଷଣ

Proprietor Abhimanyu Maharana by Proprietor Abhimanyu Maharana
June 16, 2023
in ଓଡ଼ିଶା, ମହାନଗର, ହୋମ୍
0
ମାନବିକ ଅଧିକାର କାହାର ଦୟା କିମ୍ବା ଅନୁକମ୍ପା ନୁହେଁ : ବିଶ୍ୱଭୂଷଣ
Share on FacebookShare on TwitterWhatsapp

୧୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ବିଶ୍ୱ ମାନିବିକ ଅଧିକାର ସୁରକ୍ଷା ସଂସ୍ଥା ଆନୁକୂଲ୍ୟରେ ଅନୁଷ୍ଠିତ ମାଟି, ମା’ ଓ ମଣିଷର ସୁରକ୍ଷା ପାଇଁ ମାନବିକ ଅଧିକାର ଉପରେ ହୋଟେଲ୍ ନ୍ୟୁମାରିଅନ ଠାରେ ହୋଇଥିବା ଆଲୋଚନା ଚକ୍ରରେ ଛତିଶଗଡ଼଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ କହିଛନ୍ତି ଯେ ମାଟି, ମା’, ବନ, ଲତା, ପାହାଡ଼, ନଦନଦୀ ଆଦି ପ୍ରାକୃତିକ ସଂପଦ ଉପରେ ତୁମର ଅଧିକାର ଅଛି । ଏହି ଅଧିକାରକୁ କିଏ କାହାକୁ ଦିଏ ନାହିଁ, ଅଧିକାର ସାବ୍ୟସ୍ତ କରିବାକୁ ପଡ଼େ । କେବଳ ପୀଡ଼ିତ, ଦଳିତ, ନିଷ୍ପେସିତ ମାନବିକ ଅଧିକାରରୁ ବଂଚିତ ହେଉନାହାନ୍ତି ବରଂ ଆମର ଚତୁଃପାଶ୍ୱର୍ରେ ଥିବା ପ୍ରାଣୀ ସଂପଦ, ଜଗଲ ସଂପଦ, ଜଳ ସଂପଦ ଆଦି ଅପବ୍ୟୟିତ ଓ ପ୍ରଦ୍ୟୁଷିତ ହେଉଅଛି ।

ଆମ ଚତୁଃପାଶ୍ୱର୍ରୁ ଦିନକୁ ଦିନ ଗଛଲତା ଆଦି ହ୍ରାସ ପାଇବାରେ ଲାଗିଛି ଯାହାର ପ୍ରଭାବ ଏବେ ଆମ ଉପରେ ପଡ଼ିବାରେ ଲାଗିଛି । ବର୍ତ୍ତମାନ ପୃଥିବୀର ଉତ୍ତାପ ଯେଉଁଭଳି ବୃଦ୍ଧି ପାଉଛି ତାହା ବିଶ୍ୱବାସୀଙ୍କୁ ଚିନ୍ତିତ କରିପକାଇଛି । ଉତ୍ତାପ ବୃଦ୍ଧି କାରଣରୁ ପ୍ୟାରିସ୍‌ରେ ଅନୁଷ୍ଠିତ କନ୍‌କ୍ଲେଭରେ ପୃଥିବୀର ଉତ୍ତାପକୁ ୨ ଶତକଡ଼ା କମାଇବା ପାଇଁ ବିଶ୍ୱର ସବୁଦେଶମାନେ ଯଦିଓ ରାଜି ହୋଇଥିଲେ କିନ୍ତୁ ତାହା ପାଳନ କଲେନାହିଁ । ମାଟି, ମା’, ମଣିଷ ଓ ପ୍ରାକୃତିକ ସଂପଦର ସୁରକ୍ଷା ଆମର ପରମ ଦାୟିତ୍ୱ ଓ ଏହା ଆମର ଅଧିକାର । ଆମ ମା, ମାଟିର ମାନବିକ ଅଧିକାର ଉଲଂଘନ ହେଉଛି ବୋଲି କହି କେବଳ କ୍ରନ୍ଦନ କଲେ ତୁମ ମୁହଁକୁ କେହି ଚାହିଁବେ ନାହିଁ ବରଂ ତୁମର ଏହି ଅଧିକାରକୁ ହାସଲ କରିବା ପାଇଁ ମୁହଁ ଖୋଲ, ପ୍ରତିବାଦ କର, ଲଢ଼େଇ କର ବୋଲି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଉପସ୍ଥିତ ସଭାସଦ୍‌କୁ ଉଦ୍‌ବୋଧନ ଦେଇଥିଲେ ।

ସମ୍ବିଧାନର ଆର୍ଟିକିଲ ୧୪ର ଧାରାନୁଯାୟୀ ଆଇନ ଆଗରେ ପ୍ରତ୍ୟେକ ନାଗରିକ ସମାନ ଓ ସମାନ ଅଧିକାର ସହିତ ବଂଚିବାର ଅଧିକାର ତାହାର ଅଛି । ମାନବିକ ଅଧିକାର ମଣିଷର ଜନ୍ମଗତ  ଅଧିକାର । କିନ୍ତୁ ତାହା ସେ ପାଉନାହିଁ । ତାକୁ ତା ଅଧିକାର ପାଇଁ କୋର୍ଟକଚେରିର ଦ୍ୱାରସ୍ଥ ହେବାକୁ ପଡ଼ୁଛି । କୋର୍ଟ କଚେରିର ଧାଁଧୌଡ ଭିତରେ ଗରିବ ଲୋକଟିଏ ତଳିତଳାନ୍ତ ହେଉଛି ପଛେ ତା’ର ଅଧିକାର ପାଉନାହିଁ । ତା ଅଧିକାରକୁ ତା ନିଟକରେ ଉପଲବ୍ଧ କରାଇବାର ପ୍ରଥମ ଦାୟିତ୍ୱ ଶାସନର । ଶାସନ ଦଳିତ ମଣିଷକୁ ତାର ଉପଯୁକ୍ତ ଅଧିକାର ଦେଇ ସୁସ୍ଥ ମାନସିକତାର ସହ ବଂଚିବାକୁ ଦେଉ । ଓଡ଼ିଆ ଜାତି ଏକ ସାମରିକ ଜାତି, ଏକ ଲଢ଼ୁଆ ଜାତି ।

ସେ ଅନ୍ୟାୟ, ଅତ୍ୟାଚାର, ଦୁର୍ନିତୀ ବିରୋଧରେ ଲଢ଼େଇ କରୁ, ସାଧାରଣ ମଣିଷର ମାନବିକ ଅଧିକାର ପାଇଁ ଲଢ଼େଇ କରୁ । ଏହା ବିରୁଧରେ ସଂଗ୍ରାମ ନକରିବା, ତୁମର ଅଧିକାର ଓ ଅନ୍ୟାୟ ବିରୁଧରେ ଲଢ଼େଇ ନକରିବା ଦୁର୍ଭାଗ୍ୟ ଜନକ ବୋଲି ରାଜ୍ୟପାଳ ତାଙ୍କ ବକ୍ତବ୍ୟରେ କହିଥିଲେ । ରାଜ୍ୟପାଳ ଉପସ୍ଥିତ ସଭାକୁ ସମାଜର ତଳବର୍ଗର ଲୋକମାନଙ୍କ ପାଇଁ, ସମାଜ ପାଇଁ, ନିଜର ଅଧିକାର ପାଇଁ ଲଢ଼େଇ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଉକ୍ତ ବୈଠକରେ ରାଜ୍ୟପାଳଙ୍କ ସମେତ ବିଶ୍ୱ ମାନବିକ ଅଧିକାର ସୁରକ୍ଷା ସଂସ୍ଥାର ସଭାପତି ଅଭିନ୍ନ ହୋତାଙ୍କ ସମେତ ଅନ୍ୟ ଅତିଥିମାନେ ସଭାରେ ଯୋଗଦେଇ ମାନବିକ ସୁରକ୍ଷା ଉପରେ ନିଜସ୍ୱ ମତାମତ ରଖିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜସୁନାଖଳା ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

ରାଜସୁନାଖଳା ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 19, 2026
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ

May 19, 2026
ଅଦିନିଆ ରଥଯାତ୍ରା ପାଳନକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିବାଦ

ଅଦିନିଆ ରଥଯାତ୍ରା ପାଳନକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିବାଦ

May 19, 2026
ନିଶୀଗନ୍ଧା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

ନିଶୀଗନ୍ଧା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

May 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜସୁନାଖଳା ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

ରାଜସୁନାଖଳା ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 19, 2026
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ

May 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version