ଯେଭଳି ପୁନର୍ବାର ଏପରି ଘଟଣା ନଘଟେ ସେନେଇ କଟକ ଜିଲ୍ଲାପାଳ , ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ଏକ ବୈଠକ ଡାକି ଆଲୋଚନା କରିବା କୁ କହିଛନ୍ତି । କଟକ ସମ୍ରାଟ ସିନେମା ଆଡୁ ନୂଆବଜ଼ାର କୁ ଯାଉଥିବା ସୁଇପଟ ଗାଡିର ଚାଳକ ବାଟ ଜାଣିନପାରି କେନାଲ କାମ ଚାଲିଥିବା ରାସ୍ତାରେ ଯାଇଥିଲା ।
କିଛି ବାଟ ଯିବାପରେ ରାସ୍ତା ବନ୍ଦଥିବା ଦେଖି ଅଣ ଓସାରିଆ ରାସ୍ତାରେ କାରକୁ ପାଛେଇ ପଛେଇ ଫେରୁଥିଲାବେଳେ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଓଲଟି ପଡ଼ିଥିଲା । ଯାହା ଫଳରେ ଏଭଳି ଅଘଟଣ ଘଟିଗଲା । ଖବରପାଇ ଯୋନ-୧ ଏସପି , ଚାଉଳିଆଗଞ ଥାନାର ଅଫିସର ମାନେ ପହଞ୍ଚି କ୍ରେନ ଯୋଗେ କାରଟିକୁ ଉପରକୁ ଆଣିଥିଲେ । ଏହି ଘଟଣାର ତଦନ୍ତ ଚାଲୁ ରହିଛି ।

© 2023 Odisha Taza News.