• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଚାଷୀଙ୍କ ଉନ୍ନତି ଓ କୃଷିର ସ୍ଥାୟିତ୍ୱ ଦୃଷ୍ଟିକର ଶସ୍ୟର ପ୍ରତିୋଷଣ, ଚାଷୀଙ୍କ ସଶକ୍ତିକରଣ ଏବଂ ବିଶ୍ୱ ଖାଦ୍ୟ ବିବିଧତାର ସମୃଦ୍ଧିକରଣ

Proprietor Abhimanyu Maharana by Proprietor Abhimanyu Maharana
May 27, 2023
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଚାଷୀଙ୍କ ଉନ୍ନତି ଓ କୃଷିର ସ୍ଥାୟିତ୍ୱ ଦୃଷ୍ଟିକର ଶସ୍ୟର ପ୍ରତିୋଷଣ, ଚାଷୀଙ୍କ ସଶକ୍ତିକରଣ ଏବଂ ବିଶ୍ୱ ଖାଦ୍ୟ ବିବିଧତାର ସମୃଦ୍ଧିକରଣ
Share on FacebookShare on TwitterWhatsapp

୨୭ମଇ ଶନିବାର, ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ମିଲେଟ ହେଉଛି କାଙ୍ଗୁ, ଖିରା ଭଳି ବିଭିନ୍ନ କ୍ଷୁଦ୍ର ଡାଲି ଜାତୀୟ ଶସ୍ୟ ସମୁହ ।ହାକି ଶୁଷ୍କ ପରିବେଶରେ ଅତି ଉନ୍ନତ ଭାବରେ ବଢିବାରେ ସକ୍ଷମ । ଏକ ଉତ୍ତମ ଶସ୍ୟ ଭାବରେ ମିଲେଟ ଅତ୍ୟାବଶ୍ୟକ ପୁଷ୍ଟିକରତାର ଉତ୍ସ ଭାବରେ କ୍ରା୍ୟ କରେ ।
ଆନ୍ତର୍ଜାତିକ ମିଲେ ଟ ବର୍ଷ ୨୦୨୩ ରି୍େରକ୍ଷୀରେ ଓଡ଼ିଶା ସରକାର ସହଭାଗୀମାନଙ୍କର ସହଯୋଗରେ ମିଲେଟକୁ ଏକ ସୁଲଭ ଖାଦ୍ୟ ବିକଳ୍ପ ଯାହାକି ଅତ୍ୟନ୍ତ ସ୍ୱାସ୍ଥ୍ୟକର ଏବଂ ରିବେଶ ଅନୁକୂଳ ତାହାର ପ୍ରସାର ପାଇଁ ଉଲ୍ଲେଖନୀୟ ପଦକ୍ଷେ ଗ୍ରହଣ କରିଛନ୍ତି ।

ଏସିଆ ଓ ଆଫ୍ରିକା ମହାଦେଶରେ ମିଲେଟ ଚାଷର ବହୁଳତା ଦେଖ।।ଏ । ଭାରତ ଏହାର ବୃହତ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବା ବେଳେ ଚୀନ, ନାଇଜେରିଆ ଦେଶଗୁଡିକ ତା’ ଛକୁ ରହିଛନ୍ତି । ଏହି ଫସଲଗୁଡିକ ପ୍ରଥମରୁ ଘରୋଇ ବ୍ୟବହାରରେ ପ୍ରାଥମିକତା ପାଇବା ସହ ପାରମ୍ପରିକ ଖାଦ୍ୟ ଭାବରେ ଏସିଆ ଏବଂ ଅଫ୍ରିକାର ସାହାରା ଉାଞ୍ଚଳରେ ମାନ୍ୟତା ।ଇଥିଲା । ପ୍ରତିକୂଳ ପରିସ୍ଥିତିରେ ଏହି ଶସ୍ୟଗୁଡିକ ନିଜର ସ୍ଥିରତା ଓ ପରିବେଶ ଅନୁକୂଳତାକୁ ବାରମ୍ବାର ପ୍ରମାଣିତ କରିଛନ୍ତି ।

ପ୍ରତିକୂଳ ଜଳବାୟୁରେ ବଢିାରିବାର କ୍ଷମତା ଏହି ଶସ୍ୟକୁ ଖାଦ୍ୟ ନିରାତ୍ତା ଓ ଆର୍ôଥକ ଅଭିବୃଦ୍ଧିରେ ଯଥେଷ୍ଟ ଯୋଗଦାନ ଦେଇାଗଦାନ ଦେଇପାରୁଛି । ମିଲେଟକୁ ଆମ ରୋଷଶାଳର ଅଂଶ ଭାବରେ ଗ୍ରହଣ କରିବାର ନିମ୍ନଲିଖିତ ପାଞ୍ଚଟି ମୁଖ୍ୟ କାରଣ ରହିଛି:
୧. ମିଲେଟ ଏକ ସନ୍ତୁଳିତ ଆହାର ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିାରେ
ଏହି ପ୍ରାଚୀନ ଶସ୍ୟ ଆଣ୍ଟିଅକ୍ସିଡେଣ୍ଟ, ମିନେରାଲ୍ସ ଏବଂ ରଟିନରେ ଭରପୁର । ଏହା ବିଭିନ୍ନ ରିମାଣ ଓ ପ୍ରକାରର ଡାଏଟାରୀ ଫାଇବର ଯୋଗାଇଥାଏ ଯାହାକି ବ୍ଲଡ ପ୍ରେସର୍, ବ୍ଲଡ ସୁଗାର ଏବଂ ଲିିଡ ନିୟନ୍ତ୍ରଣରେ ବିଶେଷ ଭାବରେ ଲାଭଦାୟକ ହୋଇଥାଏ । ଅଧିକନ୍ତୁ ଏହା ଗ୍ଲୁଟେନ ଫ୍ରି, ଲୋ ଗ୍ଲାଇସେମିକ ଇଣ୍ଡେକ୍ସ ହୋଇଥିବା କାରଣରୁ ଡାଏବେଡିସ, ହାଇ ବ୍ଲଡ ପ୍ରେସର୍, ।ଚନ ଜନିତ ରୋଗୀ ମାନଙ୍କର ପ୍ରଥମ ପସନ୍ଦ ପାଲଟିଛି । ଏହା ସହିତ ଭରୂର ଆଇରନ ରହିଛି ମିଲେଟରେ । ବିଶ୍ୱ ବଜାରରେ ମିଳୁଥିବା ବିଶୋଧିତ ଶସ୍ୟ ତୁଳନାରେ ମିଲେଟ ଦୃଷ୍ଟିକର ଏବଂ ଉତ୍ତମ ଖାଦ୍ୟ ବିକଳ୍ପ ଭାବରେ ଅଧିକ ଗ୍ରହଣୀୟ ହୋଇଛି । ଏଣୁ ମିଲେଟ ପ୍ରସ୍ତୁତ ରେସିିକୁ ନିଜର କରନ୍ତୁ ।
୨. ପରିବର୍ତିତ ଜଳବାୟୁକୁ ସଫଳତାର ସହ ସାମ୍ନାକରେ ମିଲେଟ
ମିଲେଟ ସ୍ୱଳ୍ପ ଜଳରେ ବଢ଼ିାରୁଥିବାରୁ ଏହା ମରୁଡ଼ି ଭଳି ପରିସ୍ଥିତିକୁ ମୁକାବିଲା କରିାରେ । ପୁଣି ଫସଲରେ ଲାଗୁଥିବା କୀଟ ତଥା ରୋଗୋକକୁ ଏହା ନିଜର ଅନ୍ତର୍ନିହିତ ରୋଗ ପ୍ରତିରୋଧୀ ଶକ୍ତି ଦ୍ୱାରା ନିୟନ୍ତ୍ରଣ କରିାରିଥାଏ । ଫଳରେ ଏହା ଯେକୌଣସି ପ୍ରତିକୂଳ ଜଳବାୟୁରେ ମଧ୍ୟ ସ୍ୱାଭାବିକ ଭାବରେ ବଢ଼ିାରେ । ଏହା ବଢ଼ିବା ଲାଗି କେବଳ ସର୍ବନିମ୍ନ ରିମାଣର ଜଳ ନୁହେଁ; କମ୍ ପରିମାଣ ଜୈବସାର ତଥା ରକ୍ଷଣାବେକ୍ଷଣ ଆବଶ୍ୟକ କରିଥାଏ । ଜଳବାୟୁ ଜନିତ ସଂକଟକୁ ସାମ୍ନା କରିାରେ । ଫଳରେ ମାଣ୍ଡିଆ ସ୍ଥାନୀୟ କୃଷି ବ୍ୟବସ୍ଥାକୁ ଅଧିକ ସମ୍ପନ୍ନ କରିବା ସହିତ ସ୍ଥିରତା ପ୍ରଦାନ କରିଥାଏ । ଏଥିସହିତ ମାଣ୍ଡିଆରେ ଅନୁର୍ବର ତଥା ଚାଷ ଅନୁୋଗୀ ମାଟିରେ ବଢ଼ିବାର କ୍ଷମତା ରହିଥିବାରୁ ଏହା ମୃତିକା ଅବକ୍ଷୟକୁ ରୋଗିବା ସହିତ ଶୁଖିଲା ଶୁଷ୍କ ଭୂମିରେ ଏକ ଆବରଣ ସୃଷ୍ଟିକରି ଜୈବ ବିବିଧତା ରକ୍ଷା କରିଥାଏ ।
୩. କ୍ଷୁଦ୍ର ଚାଷୀମାନଙ୍କର ଜୀବିକା ବୃଦ୍ଧିରେ ମିଲେଟର ପ୍ରଭାବଶାଳୀ ସହଯୋଗ
ଖାଦ୍ୟରେ ଅନ୍ୟ ଡାଲି ଜାତୀୟ ଶସ୍ୟର ବହୁଳତା ମିଲେଟର ଉତ୍ପାଦନ ଏବଂ ଚାହିଦା ହ୍ରାସ କରିଛି । ମିଲେଟର ପ୍ରୋରେତ୍ସାହନ ଏବଂ ବ୍ୟବହାର ବୃଦ୍ଧି ଦ୍ୱାରା କମ ଗୁରୁତ୍ୱ ବହନ କରିଆସିଥିବା ଏହି ଶସ୍ୟକୁ ପୁନର୍ଜୀବିତ କରିବାରେ ସାହାଯ୍ୟ କରିବା ସହ ଚାଷୀକୂଳ ପାଇଁ ନୂତନ ଆଶା ସୃଷ୍ଟି କରିାରିବା ।
୪. ବହୁମୁଖୀ ମିଲେଟକୁ ବିଭିନ୍ନ ଉପାୟରେ ବ୍ୟବହାର କରା୍‌ାଇପାରିବ ମିଲେଟରେ ଦେଖ।।ଉଥିବା ଜେନେଟିକ ଉପାଦାନଗୁଡିକ ପାଇଁ ଔଷଧୀୟ ଓ ଚିକିତ୍ସା କ୍ଷେତ୍ରରେ ବହୁ ସୁୋଗର ସମ୍ଭାବନା ରହିଛି । ଏହାର ବ୍ୟବହାର ବୃଦ୍ଧି କରି ଆଞ୍ଚଳିକ ଓ ଆନ୍ତର୍ଜାତିକ ବଜାରରେ ଅତିରିକ୍ତ ଚାହିଦା ସୃଷ୍ଟି କରାଯାଇପାରିବ ଏବଂ ଏହାର ବାଣିଜ୍ୟ ରିସରର ବିଶେଷ ବୃଦ୍ଧି ମଧ୍ୟ ହୋଇାରିବ ।
୫. ବିଶ୍ୱ ଖାଦ୍ୟ ବ୍ୟବସ୍ଥାରେ ବିବିଧତା ବଢ଼ାଏ ମିଲେଟ୍ସ ସମ୍ପ୍ରତି ବିଶ୍ୱ ଶସ୍ୟ ବାଣିଜ୍ୟରେ ମିଲେଟ୍ ୩ ପ୍ରତିଶତରୁ କମ ଯୋଗଦାନ ଦେଉଛି । ସାମଗ୍ରୀକ ଦୃଷ୍ଟିରୁ ଦେଖିଲେ ଏହା ଅତି ନଗଣ୍ୟ । ମାତ୍ର କେବେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ ଆଉ ବିଶ୍ୱର ଖାଦ୍ୟବଜାର ପ୍ରଭାବିତ ହୋଇ ଖାଦ୍ୟାଭାବ ଭଳି ପରିସ୍ଥିତି ସୃଷ୍ଟି ହେବ ସେହି ସମୟରେ ମାଣ୍ଡିଆ ଏକ ମୂଲ୍ୟବାନ ବିକଳ୍ପ ଭାବରେ କାର୍ଯ୍ୟ କରିବ । ମାଣ୍ଡିଆର ଏହି ବର୍ଦ୍ଧିତ ବିବିଧତା ବିଶ୍ୱ ବାଣିଜ୍ୟ ବଜାରର ସ୍ଥିରତାକୁ ସୁଦୃଢ଼ କରିବା ସହିତ ଅନ୍ୟ ଶସ୍ୟ ଉରେ ଆମ ନିର୍ଭରଶୀଳତାକୁ ହ୍ରାସ କରିବ । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

September 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version