ଏଥିରେ ଯୋଗ ଦେଇଥିଲେ ତୁମୁରାପୁଟ୍ ଶାସନ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠୀ, ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା,ସମାଜ ସେବୀ ଶ୍ରୀଯୁକ୍ତ ରବି ନାରାୟଣ ପାଲ୍,ଗୋଦାବରୀଶ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ନନ୍ଦ,
ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଶ୍ରୀଯୁକ୍ତ ବୈରାଗୀ ଚରଣ ବଳ ସହଯୋଗ କରିଥିଲେ, ଏହି ଶିବିର କୁ ବାଣପୁର ମେଡ଼ିକାଲ ର ଚକ୍ଷୁ ସହାୟକ ଶ୍ରୀଯୁକ୍ତ ବିଜୟ କୁମାର ବେହେରା ସମସ୍ତ ଙ୍କୁ ଚକ୍ଷୁ ପରୀକ୍ଷା କାରୀ ଔଷଧ ବିତରଣ କରିଥିଲେ,ସମସ୍ତେ ଚକ୍ଷୁ ପରୀକ୍ଷା କରିବା ନିମନ୍ତେ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ।

© 2023 Odisha Taza News.