No Result
View All Result

୧୬ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଳକ୍ ଅନ୍ତର୍ଗତ ଜଲତାର ପଞ୍ଚାୟତର ସିଙ୍ଗାପୁର ଗ୍ରାମ ସ୍ଥିତ ଚଳିତ ମାସ ଛାତ୍ର ଛାତ୍ରୀ ଏବଂ ସରକାରୀ-ବେସରକାରୀ ସଂଘର ୩୯ ତମ ୨୦୨୩ ବାର୍ଷିକ ସଭା ଅନୁଷ୍ଠିତ ହୋଇଛି । ଏହି ସଭାର ଏରିଆର ସମ୍ପାଦକ ଶ୍ରୀ-ସୁଶାନ୍ତ ଭୂୟାଁ ପରିଚାଳନା କରିଥିବାବେଳେ ସଭାପତି ଶ୍ରୀ-ଏଷ ରାଇକା ସମସ୍ତ କାର୍ଯ୍ଯ ତୁଲାଇଥିଲେ । ଏଥିରେ ମଞ୍ଚାସିନ ଅତିଥିମାନଙ୍କୁ ପୁଷ୍ପ ମାଲ୍ୟ ସ୍ବାଗତ ଜଣାଇଥିଲେ ।

ଗତ କିଛି ବର୍ଷ ପୂର୍ବରୁ କୋରନା କଟକଣା ମହାମାରୀରୁ ବନ୍ଦ ହୋଇଥିବାବେଳେ ଏହି ଦୁଇ ବର୍ଷ ପରେ ବାର୍ଷିକ ସଭା ଆୟୋଜିତ ହୋଇଛି । ମୂଖ୍ୟ ଭକ୍ତା ଶ୍ରୀ-ରେଭ୍ ସାମ ନାଇକ (ଭୂବନେଶ୍ବର) । ଆଜିର ମୂଖ୍ୟ ଅନୁ-ଚିନ୍ତା ଭକ୍ତାଙ୍କ ଦ୍ବାରା ଆଗତ ଶିକ୍ଷାରେ “ଆପଣ କୁ ଜ୍ଞାନୀ ମନେ ନ କରି ପ୍ରଭୂଙ୍କୁ ଭୟ କର” ଏହି ଆବୃତ କେତେକ ବାକ୍ୟାଂଶକୁ ଆପଣେଇ ଛାତ୍ର ଛାତ୍ରୀମାନଙ୍କୁ ଗୀତ,ବାଦ୍ୟ ଯନ୍ତ୍ରରେ ଅଂଶୀଦାର କରାଇଥିଲେ ।

କରଞ୍ଜସିଂ ଏରିଆରେ ୨୨ଗୋଟି ମଣ୍ଡଳୀ ନେଇ ଛାତ୍ର ଛାତ୍ରୀ, ସରକାରୀ-ବେସରକାରୀ ବାର୍ଷିକ ସଭା ମହା ଆଳମ୍ବରରେ ଆଜି ଏକ ଆଶିର୍ବାଦ ମହା ଆକର୍ଷିତ ଅନୁଭବ ଆଲୋଚନା ମୂଳକ ବାର୍ଷିକ ସଭା ନେଇ “ଆପଣାକୁ ଜ୍ଞାନୀ ମନେ ନ କରି ପ୍ରଭୂଙ୍କୁ ଭୟ କର” ମୂଳ ଉଦ୍ଦେଶ୍ୟ ଅନେକ ବାକ୍ୟ ଦେଇ ଛାତ୍ର ଛାତ୍ରୀ,କର୍ମଚାରୀମାନଙ୍କୁ ପ୍ରାଞ୍ଜଳ ଭାବେ ବିଷୟ ପ୍ରତି ଅଭିବୃଦ୍ଧି ଅନୁସରଣ କରି ବୁଝାଇଥିଲେ । ଏହି ସଭାରେ ୨୨ଗୋଟି ଚାଳକ,
ବିଶ୍ଵବାଣୀ ପାଷ୍ଟର ଶ୍ରୀ-ସତ୍ୟ ଶବର, ଗୁଣପୁର ସ୍ବାଧୀନ ପ୍ରଚାରକ-ଶ୍ରୀ-ଜଗତ ପରିଚା,ତାରବ୍ ସିଂ ଏରିଆର ତାରାବା ଗ୍ରାମର ଶ୍ରୀ-ଏଭି ଜୋନ୍ ମଣ୍ଡଳ,ଚାକିରୀ କମର୍କର୍ତ୍ତା, ମହିଳା କର୍ମକର୍ତ୍ତି ଗଣ,ୱାଡ ମେମ୍ବର, ସରପଞ୍ଚ,ସମିତି ସଭ୍ୟ,ପୋଲିସ କର୍ମଚାରୀ,ବାଟାଲିୟମ୍ କର୍ମଚାରୀ ଥିବାବେଳେ ୬,୦୦୦ ରୁ ଉର୍ଦ୍ଦ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ମୂଖ୍ୟ ଭକ୍ତାଙ୍କ ଭୂବନେଶ୍ବର ରୁ ଶ୍ରୀ-ସାମ ନାଇକ ପ୍ରମୂଖ ରହିଥିଲେ ।

No Result
View All Result