ପରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଦୁର୍ଗା ମଣ୍ଡପ କାର୍ଯ୍ୟ କୁ ଶିଳାନ୍ୟାସ କରିଥିଲେ । ସେହିପରି ୱାର୍ଡ ନଂ ୬୭ ରେ ୧୦ ଲକ୍ଷ ଟଙ୍କାରେ କପିଳପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ମଧ୍ୟ ଶୁଭ ଉଦଘାଟନ ହୋଇଥିଲା । ଶେଷରେ ୱାର୍ଡ ନଂ ୬୫ ର ଡୁମୁଡୁମା ଉଚ୍ଚ ବିଦ୍ୟାଳୟ ୧୬ ଲକ୍ଷ ଟଙ୍କାରେ ଅତିରିକ୍ତ ଶ୍ରେଣୀ ଗୃହର ଶିଳାନ୍ୟାସ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, କର୍ପୋରେଟର ଅମରେଶ ଜେନା,ଶିବ ନାରାୟଣ ରାୟ, ବିରଞ୍ଚି ନାରାୟଣ ମହାସୁପକା ର,ଅଜିତ ବେହେରା,ସନ୍ତୋଷ ସିଂ, ଛବି ଦାସ ପୂର୍ବତନ କର୍ପୋରେଟର ଛବି ଜେନା,କୃଷ୍ଣ ସେଠି,ନିରୁପମା ମହାପାତ୍ର,ପୂର୍ବତନ ପ୍ରଶାସକ କୃଷ୍ଣ ଚନ୍ଦ୍ର ବଡୁ,ବରିଷ୍ଠ ନାଗରିକ ଜଗନ୍ନାଥ ମହାପାତ୍ର,ତପନ ରାଉତ,ରାଜେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

© 2023 Odisha Taza News.