ଗ୍ରୀଷ୍ମ ପ୍ରଚଣ୍ଡ ଗୁଳୁ ଗୁଳୁ ରେ ଜଳଛତ୍ର ଶିବିର ର ଶୁଭାରମ୍ଭ ହେବା ସହିତ ସର୍ବେ ପ୍ରଥମେ ଗୋପବନ୍ଧୁ ଜନସେବା ସଂଘ ତରଫରୁ ସାହାଯ୍ୟ ର ହାତ ସବୁ ସମୟରେ ବଢାଇବା ର ମନବୃତି ନେଇ ଯେ କୌଣସି ଦୃଘଟଣା ଜନିତ କାରଣରୁ ବଡ଼ ମରିଚାପଲ୍ଲୀ ବାସିନ୍ଦା ଶଙ୍କର ସେଠୀ ଙ୍କୁ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ,
ଏଥି ସହିତ ଆଜି ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 32 ଜୋନ ର ବାଘମାରୀ ପଂଚାୟତ ଅଧିବାସୀ ସ୍ବର୍ଗତ ବିକାଶ ବେରା ଙ୍କ ଅନାଥ ପରିବାର ବର୍ଗ ଙ୍କୁ କିଛି ମାତ୍ରା ରେ ଆର୍ଥିକ ପ୍ରୋତ୍ସାହନ ଅର୍ଥ ରାଶି ସହାୟତା ସହ ରାସନ ସାମଗ୍ରୀ ପରିବାର ସଦସ୍ୟ ଙ୍କୁ ପ୍ରଦାନ କରିଥିଲେ,! ତେବେ ଅଳ୍ପ ଦିନ କେତୋଟି ମଧ୍ୟରେ ରାଜନଗର ନିର୍ବାଚନ ମଣ୍ଡଳୀର ବୁଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସା ମିଳିବା ରେ ଚର୍ଚ୍ଚା ଜୋର ଧରିଛି, !

© 2023 Odisha Taza News.