No Result
View All Result
୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା/ଜଟଣୀ :- ଜଟଣୀ ବିଜେପି ନଗର ମଣ୍ଡଳ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ୧୦୦ ତମ ” ମନ କି ବାତ “କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ ସଂଯୋଜକ ମହେଶ ମିଶ୍ର, ଜଟଣୀ ନଗର ମଣ୍ଡଳ ସଭାପତି ତିରୁପତି ଶତପଥୀ, ନଗର ଯୁବମୋର୍ଚ୍ଚା ସଭାପତି ନାଗଭୂଷଣ ରାୟ,
ଚିତ୍ତରଞ୍ଜନ ସୁନ୍ଦରାୟ, ପ୍ରଶାନ୍ତ ବରାଳ, ବିଜୟ ହରିଚନ୍ଦନ, ରୀନା ପଟ୍ଟନାୟକ, ଲଷ୍ମୀପ୍ରିୟା ନାୟକ, ନଳିନୀକାନ୍ତ ସ୍ୱାଇଁ, ରଘୁ ନାୟକ, ଖୋର୍ଦ୍ଧା ଜିଲ୍ଲା ବିଜେପି ଗଣମାଧ୍ୟମ ସଂଯୋଜକ ପ୍ରଦୀପ ଜେନା ଙ୍କ ସମେତ ବହୁ କର୍ମକର୍ତ୍ତା ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ l

No Result
View All Result