• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଖେତ ମଜଦୂରଙ୍କସାମାଜିକ ନିରାପତ୍ତା ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ କରା ଯାଉ – ଵି.କେ.ଏମ୍.ୟୁ.

Proprietor Abhimanyu Maharana by Proprietor Abhimanyu Maharana
April 30, 2023
in ଓଡ଼ିଶା, ଗଜପତି, ହୋମ୍
0
ଖେତ ମଜଦୂରଙ୍କସାମାଜିକ ନିରାପତ୍ତା ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ କରା ଯାଉ – ଵି.କେ.ଏମ୍.ୟୁ.
Share on FacebookShare on TwitterWhatsapp

୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଦେଶର ସର୍ଵ ପ୍ରଥମ କୃଷି ଓ ଗ୍ରାମିଣ ଶ୍ରମିକସଂଗଠନ “ଭାରତୀୟ ଖେତମଜଦୂର ୟୁନିୟନ” ର ୧୦ମ ରାଜ୍ଯ ସମ୍ମିଳନୀ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲଠାରେ ଉଦଘାଟିତ ହୋଇ ଯାଇଛି । ଆଜି ପୁର୍ଵାହ୍ନ ୧୧ଟାରେ ଵିକେଏମୟୁର ଲଢୁଆ ଲାଲ ପତାକାକୁ ଵିକେଏମୟୁ ରାଜ୍ଯ ସମ୍ପାଦକ କମ୍ରେଡ୍ ସୁର ଜେନା ଉତ୍ତୋଳନ କଲା ପରେ ଏକ ଵର୍ଣ୍ଣାଢ୍ଯ ଶୋଭାଯାତ୍ରା ସହର ପରିକ୍ରମା କରି ଏହି ସମ୍ମିଳନୀର ଖୋଲା ଅଧିଵେଶନ ଵିକେଏମୟୁ ରାଜ୍ଯ ସଭାପତି କମ୍ରେଡ୍ ଜନ୍ନା ସୁଵାସ ରାଓଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଅଛି ।

ଏହି ସମ୍ମିଳନୀକୁ ଭାରତୀୟ ଖେତ ମଜଦୂର ୟୁନିୟନର ସର୍ଵ ଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ୍ ଗୁଲଜାର ସିଂହ ଗୋରିଆ ଉଦଘାଟନ କରି ସମଗ୍ର ଦେଶର କୃଷି କ୍ଷେତ୍ର ଗ୍ରାମୀଣ କ୍ଷେତ୍ରରେ ଶ୍ରମ କରି ଜୀଵିକା ଅର୍ଜନ କରୁଥିବା ଖେତ ମଜଦୂରଙ୍କଦୈନିକ ସର୍ଵନିମ୍ନ ମଜୁରୀ ୭ଶହ ଟଙ୍କା, ଖେତ ମଜଦୂରଙ୍କ ସାମାଜିକ ନିରାପତ୍ତା ପାଇଁ କେନ୍ଦ୍ରୀୟ ଆଇନପ୍ରଣୟନ, ଆଦିଵାସୀ, ଦଳିତ ଓ ପଛୁଆ ଵର୍ଗର ଭୁମିହୀନ ଓ ଗୃହ ହୀନଙ୍କୁ ଘରଡିହ ଓ ଦଖଲ ସରକାରୀ ଜମି ଓ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ, ଖେତ ମଜଦୂରଙ୍କ ଆଵାସ ଗୃହ ନିର୍ମାଣ ପାଇଁ ଅନ୍ଯୁନ୫ଲକ୍ଷ ଟଙ୍କାର ଆଵାସ ସହାୟତା ପ୍ରଦାନ,

ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨ଶହ ଦିନର ନିଶ୍ଚିତ କର୍ମ ନିଯୁକ୍ତି, ନାମ ମାତ୍ର, କ୍ଷୁଦ୍ର ଓ ମଧ୍ଯମ କୃଷକଙ୍କ କୃଷି କ୍ଷେତ୍ରର ଶ୍ରମକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସାମିଲ କରି କୃଷି ଓ କୃଷକଙ୍କୁ ସହାୟତା ପ୍ରଦାନ,ଵାର୍ଦ୍ଧକ୍ଯ ହେଲେ ଖେତ ମଜଦୂରଙ୍କୁ ଵାର୍ଦ୍ଧକ୍ଯ ଭତ୍ତା ଵାଵଦରେ ମାସିକ ୫ହଜାର ଟଙ୍କାର ଭତ୍ତା ପ୍ରଦାନ, ସାର୍ଵଜନୀନ ଵଣ୍ଟନ ଵ୍ଯଵସ୍ଥାକୁ ଫଳପ୍ରଦ ଓ ସକ୍ରୀୟ କରିଵା ପାଇଁ ସମସ୍ତ ଅତ୍ଯାଵଶ୍ଯକୀୟ ସାମଗ୍ରୀ ସୁଲଭ ମୂଲ୍ଯରେ ରାସନ ଭାଵେ ଯୋଗାଣ, ଦର ଦାମ ଵୃଦ୍ଧି ଵନ୍ଦ କର ଦାଵିରେ ଦେଶଵ୍ଯାପୀ ଶକ୍ତିଶାଳୀ ଆନ୍ଦୋଳନର ଆହ୍ଵାନ ଦେଇଥିଲେ ।

ଏହି ଖୋଲା ଅଧିଵେଶନରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ରାଜ୍ଯ ସମ୍ପାଦକ କମ୍ରେଡ୍ ଅଭୟ ସାହୁ, ଅଖିଳ ଭାରତ କୃଷକ ସଭାର ସର୍ଵ ଭାରତୀୟ ଉପସଭାପତି କମ୍ରେଡ୍ ଆଶିଷ କାନୁନଗୋ, ନିଖିଳ ଓଡିଶା ଏନ. ଆର୍.ଇ.ଜି.ଏ. ଶ୍ରମିକ ସଂଘର ରାଜ୍ଯ ସଭାପତି କମ୍ରେଡ୍ ଜୟନ୍ତ ଦାସ, ଏଆଇଟିୟୁସି ରାଜ୍ଯ ସାଧାରଣ ସମ୍ପାଦକ କମ୍ରେଡ୍ ଵିଜୟ ଜେନା, ଆନ୍ଧ୍ର ପ୍ରଦେଶ ଖେତ ମଜଦୂର ୟୁନିୟନ ରାଜ୍ଯ ନେତା କମ୍ରେଡ୍ ଧର୍ମା ରାଓ,ଅଖିଳ ଭାରତ ଯୁଵ ସଂଘର ରାଜ୍ଯ ସଭାପତି କମ୍ରେଡ୍ ପ୍ରଦୀପ ସେଠୀ, ଓଡିଶା ଖେତ ମଜଦୂର ୟୁନିୟନର ରାଜ୍ଯ ସାଧାରଣ ସମ୍ପାଦକ କଃ ନୀର୍ମଳ ନାୟକ ଏଵଂ ରାଜ୍ଯ ଉପ ସଭାପତି ଵିଦ୍ଯଧର ଜେନା ପ୍ରମୁଖ ଏହି ସମ୍ମିଳନୀର ସଫଳତା ପାଇଁ ଉଦଵୋଧନ ଦେଇଛନ୍ତି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

June 15, 2026
ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

June 15, 2026
‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

June 15, 2026
ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ନେଇ ସଚେତନତା ସଭା

ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ନେଇ ସଚେତନତା ସଭା

June 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

June 15, 2026
ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

June 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version