• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ମହିଳା ଏସ ଆଇଙ୍କଦବଙ୍ଗ ଗିରି ଘଟଣାକୁ ରଫା ଦଫା କରିବା ପାଇଁ ଜଣଙ୍କୁ ୮ଘଣ୍ଟା ଧରି ଜଙ୍ଗଲରେ ରଖିଲେ

Proprietor Abhimanyu Maharana by Proprietor Abhimanyu Maharana
April 28, 2023
in ଅପରାଧ, ଓଡ଼ିଶା, ଗଜପତି, ହୋମ୍
0
ମହିଳା ଏସ ଆଇଙ୍କଦବଙ୍ଗ ଗିରି ଘଟଣାକୁ ରଫା ଦଫା କରିବା ପାଇଁ ଜଣଙ୍କୁ ୮ଘଣ୍ଟା ଧରି ଜଙ୍ଗଲରେ ରଖିଲେ
Share on FacebookShare on TwitterWhatsapp

୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ଥାନାରେ ଘଟିଛି ଏକ ଚାଂଚଲ୍ୟକର ଘଟଣା ପୋଲିସ ଖାକିରେ ଲାଗିଲା ଦାଗ ମୋହନା ଥାନାରେ କାର୍ଯ୍ୟରତ ଜଣେ ମହିଳା ଦବଙ୍ଗ ଅଧିକାରିଣୀ ଗୋଟିଏ କେସରୁ ଖସିବା ପାଁଇ ଜଣକୁ ୮ ଘଣ୍ଟାଧରି ଅପହରଣ କରି ଜଙ୍ଗଲରେ ରଖିଲେ ସୂଚନା ପ୍ରକାରେ ଅଡବା ଥାନା ଅନ୍ତର୍ଗତ ଲୁଣ୍ଡୁରୁଜୁ ଗାଁର ସାମୁଏଲ ମାଝୀଙ୍କର ଏକ ଅଟୋ ଗଂଜେଇ କେଶରେ ପଡ଼ି ଥାନାରେ ରହିଥିଲା l ଉକ୍ତ ଅଟୋଟିକୁ ଥାନାରୁ ବାହାର କରିବା ପାଁଇ ସାମୁଏଲ ବହୁତ ଚେଷ୍ଟା କରି ଶେଷରେ ତାଙ୍କର ସମୁଦୀ ଙ୍କ ଜରିଆରେ ମୋହନା ଥାନାର ଜଣେ ଏସ. ଆଇ ଜ୍ୟୋସ୍ନା ରୟ ଙ୍କୁ ୨୦ ହଜାର ଟଙ୍କାଦେଇଥିଲେ l

ଏବଂ ଉକ୍ତ ମହିଳା ଏସ. ଆଇ ଜଣକ ମଧ୍ୟ କଥା ଦେଇଥିଲେ ଯେ ପଇସା ମିଳିଲେ ମୁଁ ତମର ଗାଡି ଛାଡ଼ିଦେବି ବୋଲି l ହେଲେ ପଇସା ନେଇ ଗାଡି ନଛାଡିବାରୁ ସାମୁଏଲ ତାଙ୍କର ସମୁଦୀ ପ୍ରେରିତଙ୍କୁ ବାରମ୍ୱାର କହିବା ପରେ ଉକ୍ତ ଘଟଣାଟିକୁ ପ୍ରେରିତ ମାଝୀ ମୋହନା ଥାନାରେ ଅଭିଯୋଗ କରିଥିଲେ l ତେବେ ଘଟଣାଟି ଚାରିଆଡେ ପ୍ରଘଟ ହେବା ପରେ ନିଜର ଚାକିରୀ ହରାଇବା ଭୟରେ ମହିଳା ଏସ. ଆଇ ଜଣକ ପ୍ରେରିତ କୁ ଭୁଲ ମାଗିବା ସହିତ ପ୍ରରିତଠୁ ନେଇଥିବା ୨୦ ହଜାରଟଙ୍କାଫେରାଇଥିଲେ l ତା ସହିତ ଏକ ଲିଖିତ ଆକାରରେ ବି ଦେଇଥିଲେ ଯେ ମୁଁ ପ୍ରେରିତର କୌଣସି ଅସୁବିଧା କରିବି ନାହିଁ ତେବେ ଏସ.ଆଇ.ଜ୍ୟୋସ୍ନା ଙ୍କର ପାରଳାଖେମୁଣ୍ଡି ବଦଳି ହୋଇଯାଇଥିଲା l

ତେବେ ମୋହନା ଥାନାକୁ ଗତକାଲି ଯୋଶ୍ନl ଆସି ଲିଙ୍ଗରାଜ ନାମକ ଏକ ବ୍ୟକ୍ତିଦ୍ଵାରା ମୋହନାରୁ ଏକ ବାଇକ ଯୋଗେ ପ୍ରେରିତକୁ ଏକ ଜଙ୍ଗଲ ଥିବା ରାସ୍ତାକୁ ନେଇ ରଖିଥିଲେ, କିଛି ସମୟ ପରେ ଯୋଶ୍ନl ଓ ତାଙ୍କର ସହଯୋଗୀ ପିଣ୍ଡିକି ଗ୍ରାମର ପ୍ରଜ୍ଞା ନାୟକ ନାମକ ଏକ ଯୁବତୀ ପହଂଚି ପ୍ରେରିତ କୁ ଡରାଇବା ସହିତ ଆଠ ଘଣ୍ଟା ଧରି ସେଠାରରେ ଅଟକାଇ ରଖିଥିଲେ ଏବଂ ପ୍ରେରିତକୁ ଏକ ଧଳା
କାଗଜରେ ଦସ୍ତଖତକରିବା ପାଁଇ ବାଧ୍ୟକରିଥିଲେ l

ଏହି ଘଟଣା ପରେ ପ୍ରେରିତ ବାଧ୍ୟ ହୋଇ ଆଜି ମୋହନା ଥାନାର ଦ୍ଵାରସ୍ତ ହୋଇ ଯୋଶ୍ନl ଏସ ଆଇ ଓ ପ୍ରଜ୍ଞl ନାୟକ ନାମରେ ଲିଖିତ ଅଭିଯୋଗ କରିଛନ୍ତି l ଆଗରୁ ଏହି ଘଟଣାକୁ ନେଇ ଏସ ଆଇ ଯୋଶ୍ନl ରୟକୁ ପାରଳାଖେମୁଣ୍ଡି ବଦଳି କରାଯିବା ସହିତ ତାଙ୍କ ସହଯୋଗୀ ଯିଏକି ପୋଲିସ ନା କହି ଚାନ୍ଦା ଆଦାୟ କରୁଥିବା ପ୍ରଜ୍ଞାକୁ ଥାନାକୁ ଆସିବାକୁ ବାରଣ କରାଯାଇଥିଲା l ତେବେ ବର୍ତ୍ତମାନ ର ଏହି ଘଟଣା ପରେ ଉକ୍ତ ଏସ ଆଇ ଜ୍ୟୋତ୍ସ୍ନାl ଙ୍କ ଉପରେ କିପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ତାହାହିଁ ଦେଖିବାକୁ ବାକି ରହିଲା l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version