ଏହି ସମୟରେ ଦୈନିକ ରୀତିନୀତି ଆରତୀ ପୂଜା ପଦ୍ଧତି ହେଉ ଥିଲେ ବି ମାଆ ଙ୍କ ପୀଠ ରେ ଘଣ୍ଟା କାହାଳି ବାଜେ ନାହିଁ. ଆସୁନ୍ୟ ମାସ ମୂଳା ଅଷ୍ଟମୀ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ମାଆ ଙ୍କ ମନ୍ଦିର ପରିସର ରେ ମାଆ ଭଗବତୀ ମାଆ ବିରଜାଈ. ମାଆ କାଳିଜାଇ ମାଆ ନାରାୟଣୀ ମାଆ ସିଦ୍ଧାମ୍ବାରି ମାଆ ବୁଡି ଠାକୁରାଣୀ ଓ ମାଆ ପୁଳାକାଶୁନି ଙ୍କୁ ପୂଜା କରା ଯାଇ ଥାଏ. ଅଷ୍ଟମୀ ଠାରୁ ପ୍ରତ୍ୟକ ଦିନ ଅମାବାସ୍ୟା ପର୍ଯ୍ୟନ୍ତ ମାଆ ଭଗବତୀ ଙ୍କ ବିଜେ ଠାକୁରାଣୀ ଭଗବତୀ ମନ୍ଦିର ରୁ ପିତା ଙ୍କ ଗୃହକୁ ବିଜେ କରି ଥାନ୍ତି ଅତୀତ ରେ ମାଆ ଙ୍କ thare ନର ବଳି ଦିୟା ଯାଉଥିଲା ବୋଲି ଶୁଣି ବାକୁମିଳୁ ଅଛି .
ମାଆ ଭଗବତୀ ଙ୍କ ଶାରଦୀୟ ଉତ୍ସାବ ରେ ମାଆ କନକସ୍ୱର ଙ୍କ ସ୍ଥାନ ସ୍ୱତନ୍ତ୍ର. ମାଆ କନକଶ୍ୱର ଙ୍କୁ ଭୁବନେଶ୍ୱଏରୀ ଙ୍କୁ ବୀଜ ମନ୍ତ୍ର ଓ ମାଆ ଭଗବତୀ ଙ୍କୁ ବନଦୁର୍ଗା ମହାମନ୍ତ୍ର ରେ ପୂଜା ହୋଇ ଥାଏ ସପ୍ତମୀ ମୂଳା ଅଷ୍ଟମୀ ଠାରୁ ମହା ଲୟ ଅମାବାସ୍ୟା ପୂର୍ଯ୍ୟନ୍ତ ମାଆ ଙ୍କ ପର୍ବ ଗୃହ ରେ କାଠି ଠାକୁରାଣୀ ମନ୍ଦିର ରୁ ବାହାରି ବାଣପୁର ବଜାର ମଧ୍ୟ ଦେଇ ଆସୁଥିବା ବେଳେ ମାଆ ବୀର ଯାଇ ଙ୍କ ବିଜେ ପ୍ରତିମା ଭେଟ ହୋଇ ଥାନ୍ତି

© 2023 Odisha Taza News.