ରାଜ୍ୟ ମୁଖ୍ୟ ମହିଳା ପ୍ରକଳ୍ପ ସଂଯୋଜୀକା ଶ୍ରୀମତି ରୋଜାଲିନୀ ସେନାପତି, ଅଲ୍ ଓଡିଶା ଜବ କାର୍ଡାଧାରୀ ୱେଲଫାରେ ଅଧ୍ୟକ୍ଷ ରବିନାରାୟଣ ଦାସ, ଜିଲ୍ଲା ସଂଯୋଜକ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି 5T ଓ ମିଶନ ଶକ୍ତି ସହିତ ଜବକାର୍ଡଧାରୀ ମାନଙ୍କ ର କଣ ସମ୍ପର୍କ ରହିଛି ସେ ବିଷୟରେ ଅତିଥି ମାନେ ମତ ବ୍ୟକ୍ତ ରଖିଥିଲେ । ମିଶନ ଶକ୍ତି ମାଧ୍ଯମରେ ମହିଳା ମାନେ କିପରି ସ୍ବାବଲମ୍ବୀ ହୋଇପାରିବେ ସେ ବିଷୟରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନୂଆଗାଁ ବ୍ଲକ କୋଡ଼ିନେଟର ପ୍ରଦୀପ୍ତ ସାସମଲ ସହଯୋଗ କରିଥିଲେ ।

© 2023 Odisha Taza News.