• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁରରେ ଅମର ଶହୀଦ ରଘୁ-ଦିବାକରଙ୍କର ଶହୀଦ୍ ଦିବସ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
April 5, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ରଣପୁରରେ ଅମର ଶହୀଦ ରଘୁ-ଦିବାକରଙ୍କର ଶହୀଦ୍ ଦିବସ ପାଳିତ
Share on FacebookShare on TwitterWhatsapp

ରଘୁ- ଦିବାକର ଆସୋସିଏସନ ର ସଭାପତି ସୁରେଶ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଶହୀଦ୍ ଦିବସ

୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ରଣପୁର ମାଟିର ଅମର ଶହୀଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡା ଙ୍କ ଉଦ୍ଦେଶ୍ୟରେ ଆଜିର ଦିନକୁ ୮୨ତମ ଶହୀଦ୍‌ ଦିବସ ରୂପେ ପାଳନ କରାଯାଇଛି । ଅପରାହ୍ନରେ ରଘୂ ଦିବାକର ଆସୋସିଏସନ ଠାରୁ ଶହୀଦ ରଘୁ- ଦିବାକର ଙ୍କ ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ବାହାରି ପଂଚୁଦୋଳ ପଡିଆ ଠାରେ ଥିବା ଶହୀଦ୍ ମଣ୍ଡପ ନିକଟରେ ପହଂଚିଥିଲା । ସେଠାରେ ଉଭୟ ଶହୀଦ୍ ଙ୍କ ପ୍ରତିମୂର୍ତି ରେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ରଘୁ- ଦିବାକର ଆସୋସିଏସନ ର ସଭାପତି ସୁରେଶ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଶହୀଦ୍ ଦିବସ ର ସଭାକାର୍ଯ୍ୟ ରେ ବିଧାୟକ ଶ୍ରୀଯୁକ୍ତ ପ୍ରଧାନ,ଏନଏସି ଅଧ୍ୟକ୍ଷା ଶ୍ରୀମତି ମହାନ୍ତି, ଏଡିଏମ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ସମାଜସେବୀ ମନୋଜ ଦାସ,ଏନ.ଏସି ନଗର ସଭାପତି ଲିଙ୍ଗରାଜ ନାୟକ, ବିଜୟ ମହାପାତ୍ର,ରାଜକିଶୋର ପଟ୍ଟନାୟକ ଓ ତ୍ରିନାଥ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ରଣପୁର ମାଟିର ଅମର ଶହୀଦ ମାନଙ୍କ ସ୍ମୃତି ଚାରଣ କରିଥିଲେ । ପରିଶେଷ ରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରକାଶ ଥାଉକି ୧୯୩୯ ମସିହା ଜାନୁଆରୀ ୫ ତାରିଖରେ ରଣପୁର ଗଡଜାତ ଅଂଚଳରେ ପ୍ରଜା ମଣ୍ଡଳ ଆନ୍ଦୋଳନ କୁ ଦମନ କରିବା ପାଇଁ ବେଜେଲଗେଟ ଗୁଳିରେ ଯୁବ ସଂଗ୍ରାମୀ ଅର୍ଜ୍ଜୁନ୍ ରାଉତ ଟଳି ପଡିଥିଲେ । ଏହି ଘଟଣା କୁ ନେଇ ହଠାତ୍‌ ଆନ୍ଦୋଳନ ତେଜିଉଠିବା ସହ ପ୍ରଜା ମାନେ ଉତକ୍ଷିପ୍ତ ହୋଇ ବେଜେଲଗେଟକୁ ବାଉଁଶ ଠେଙ୍ଗା ରେ ପିଟିପିଟି ହତ୍ୟା କରିଥିଲେ । ଏହି ଘଟଣାରେ ରଘୁନାଥ ମହାନ୍ତି ଓ ଦିବାକର ପରିଡାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବାରୁ ସେମାନଙ୍କୁ କାରାବରଣ କରିବାକୁ ପଡିଥିଲା । ସେହିଦିନ ଠାରୁ ଉକ୍ତ ମାମଲା ବିଚାରଧୀନ ଥିବାବେଳେ ୧୯୪୧ ମସିହା ଏପ୍ରିଲ୍ ୪ ତାରିଖ ଦିନ ବିହାର ର ଭାଗଲପୁର ଜେଲ ରେ ସେମାନଙ୍କୁ ଫାଶୀ ଦିଆଯାଇଥିଲା । ସେହିଦିନ ଠାରୁ ଏହି ଦିବସ ଟିକୁ ମନେ ରଖିବା ପାଇଁ ସମଗ୍ର ରାଜ୍ୟରେ ଶହୀଦ୍ ଦିବସ ଭାବେ ପାଳନ କରାଯାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Malabar Gold & Diamonds announces Exclusive Diwali and Dhanteras Offers

Malabar Gold & Diamonds announces Exclusive Diwali and Dhanteras Offers

October 17, 2026
ନୁଆସାହିରେ ମା’ ଦୁର୍ଗାଙ୍କ ଆବାହନ, କଳସ ଶୋଭାଯାତ୍ରା – ଆଧ୍ୟାତ୍ମିକ ପରିବେଶ

ନୁଆସାହିରେ ମା’ ଦୁର୍ଗାଙ୍କ ଆବାହନ, କଳସ ଶୋଭାଯାତ୍ରା – ଆଧ୍ୟାତ୍ମିକ ପରିବେଶ

October 17, 2026
ଖଣ୍ଡପଡା ସହର ପରିକ୍ରମା କରି ଶେଷ ହୋଇଛି ସୁଜଳ ରଥ

ଖଣ୍ଡପଡା ସହର ପରିକ୍ରମା କରି ଶେଷ ହୋଇଛି ସୁଜଳ ରଥ

October 17, 2026
ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା

ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା

October 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Malabar Gold & Diamonds announces Exclusive Diwali and Dhanteras Offers

Malabar Gold & Diamonds announces Exclusive Diwali and Dhanteras Offers

October 17, 2026
ନୁଆସାହିରେ ମା’ ଦୁର୍ଗାଙ୍କ ଆବାହନ, କଳସ ଶୋଭାଯାତ୍ରା – ଆଧ୍ୟାତ୍ମିକ ପରିବେଶ

ନୁଆସାହିରେ ମା’ ଦୁର୍ଗାଙ୍କ ଆବାହନ, କଳସ ଶୋଭାଯାତ୍ରା – ଆଧ୍ୟାତ୍ମିକ ପରିବେଶ

October 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version