ଗୁରୁତ୍ବର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନରେ ଭତ୍ତି କହିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡିକୁ ଅଟକାଇ ଗ୍ରାମବାସୀ ବ୍ରହ୍ମପୁର ରୁ ମୋହନା ଓ ପାରଳାଖେମଣ୍ଡ ରାସ୍ତା ରୋକୋ କରିଥିଲେ । ଘଟଣା ସ୍ଥଳକୁ ଗାଡି ସାଉକାର ପହଞ୍ଚି ମୃତ ପରିବାର କ୍ଷେତି ପୂରଣ ଦେବାକୁ ପ୍ରତିସୃତି ପରେ ରାସ୍ତା ରୋକ ହଟିଥିଲା ।
© 2023 Odisha Taza News.