ଉଲବା ଉଚ୍ଚ ବିଦ୍ଯାଳୟରେ ଅନେକ ବର୍ଷ ପ୍ରଧାନ ଶିକ୍ଷକ ଦାୟୀତ୍ବ ତୁଲାଇବା ପରେ ପ୍ରାଥମିକ ଶିକ୍ଷକ ଭାବରେ ଖପ୍ରାଖୋଲ ବ୍ଲକରେ ଯୋଗଦାନ କରୀଥିଲେ । ଏହିକାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରତନ ଧରୁଆ ଅତିଥି ଭାବେ ଯୋଗ ଦେଇଥିଲେ । କୁନି ପଟ୍ଟନାୟକ, ଜୟଦେବ ସୁନା, ଗୋବିନ୍ଦ ମେହେର, ଦୀପକ କୁମାର ସାହୁ, ଲାଲଚନ ବଗର୍ତ୍ତୀ, ଘନଶ୍ଯାମ ମେହେର,ତପସ୍ବିନୀ ମୁଗ୍ରୀ,ଲାଲମନ ଲୁହା ତଥା ୨୦୦୧ ରେ ନିଯୁକ୍ତି ପାଇଥିବା ପାଟଣାଗଡ ବ୍ଲକର ସମସ୍ତ ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ଯୋଗ ଦେଇଥିଲେ । ଶେଷରେ ଶିକ୍ଷକ ବିରଞ୍ଚି ମହଲା ଧନ୍ଯବାଦ ଅର୍ପଣ କରିଥିଲେ ।
© 2023 Odisha Taza News.