• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ମୋଟୋରୋଲା ପକ୍ଷରୁ ଭାରତରେ ମୋଟୋରୋଲା ୱାନ ଫ୍ୟୁଜନ+ର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
June 17, 2020
in Uncategorized, ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ମୋଟୋରୋଲା ପକ୍ଷରୁ ଭାରତରେ ମୋଟୋରୋଲା ୱାନ ଫ୍ୟୁଜନ+ର ଶୁଭାରମ୍ଭ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୧୭ ଜୁନ୍ ବୁଧବାର) ଭୁବନେଶ୍ୱର :- ଭୁବନେଶ୍ୱର,ଗ୍ରାହକଙ୍କୁ ଶ୍ରେଷ୍ଠ ଏବଂ ଅଭିନବ ମୋବାଇଲ ଅଭିଜ୍ଞତା ଯୋଗାଇଦେବା ନିମନ୍ତେ ମୋଟୋରୋଲା ପକ୍ଷରୁ ଭାରତୀୟ ବଜାରରେ ଅନ୍ୟ ଏକ ପ୍ରିମିୟମ ସ୍ମାର୍ଟଫୋନ-ନୂତନ ମୋଟୋରୋଲା ୱାନ ଫ୍ୟୁଜନ+ର ଶୁଭାରମ୍ଭ କରାଯାଇଛି । ଆମେରିକାର ଚିକାଗୋ ସ୍ଥିତ ମୋଟୋରୋଲାର ଡିଜାଇନ ହେଡକ୍ୱାର୍ଟରରେ ବିକଶିତ ୱାନ ଫ୍ୟୁଜନ+ର ଡିଜାଇନ ବାସ୍ତବରେ ଏକ ଭାରତ ନିର୍ମିତ ସ୍ମାର୍ଟଫୋନ ଅଟେ, ଯାହାକି ବ୍ୟବସ୍ଥିତ ଫିଚରଗୁଡ଼ିକ ମାଧ୍ୟମରେ ଭାରତୀୟ ଉପଭୋକ୍ତାମାନଙ୍କର ଆବଶ୍ୟକତା ଏବଂ ଅଭିଳାଷାଗୁଡ଼ିକୁ ପୂରଣ କରିବା ପାଇଁ ପ୍ରସ୍‌ୁତ ହୋଇଛି । କେତେକ ବିଶେଷ ପରିବର୍ତନ ଯଥା ସ୍ନାପଡ୍ରାଗନ ୭୩୦ଜି ଚିପସେଟ ଏବଂ ଟପ ଏଣ୍ଡ ୬ଜିବି ର‌୍ୟାମ ସହିତ ଏହି ସ୍ମାର୍ଟଫୋନ ଏକ ଅତ୍ୟନ୍ତ ପ୍ରତିଯୋଗୀତାମୂଳକ ଫିଚର ସେଟ ଯୋଗାଇଦେଉଛି ।

ରେଜର, ଏଜ+ ଏବଂ ଜି୮ ପାୱାର ଲାଇଟ ପରେ ଦୁଇମାସରୁ କମ୍ ସମୟ ମଧ୍ୟରେ ଏହା ମୋଟୋରୋଲାର ଚତୁର୍ଥ କ୍ରମିକ ଅବଦାନ । କ୍ରିଏଟିଭିଟିକୁ ସକ୍ରିୟ ରଖିବା ପାଇଁ ମୋଟୋରୋଲା ଏକ ୫୦୦୦ ମେଗାହର୍ଜ ବ୍ୟାଟେରୀ ଦ୍ୱାରା ବ୍ୟବସ୍ଥିତ ହୋଇ ଆସିଛି, ଯାହାକି ପ୍ଲଗ୍‌ କରିବାର ଚିନ୍ତା ବିନା ଦୁଇରୁ ଅଧିକ ଦିନ ପର୍ଯ୍ୟନ୍ତ ଶକ୍ତି ଯୋଗାଇଥାଏ । ଏହା ମଧ୍ୟ ଟର୍ବୋପାୱାର ସହିତ ବ୍ୟବସ୍ଥିତ ହୋଇଆସିଛି, ଯାହା ମାତ୍ର ୧୫ମିନିଟର ଚାର୍ଜିଙ୍ଗରେ ଆପଣଙ୍କୁ ୧୧ ଘଂଟାର ଶକ୍ତି ଯୋଗାଇଥାଏ । ସେହିଭଳି ମୋଟୋରୋଲା ୱାନ ଫ୍ୟୁଜନ+ ଆଇଟିବି ପର୍ଯ୍ୟନ୍ତ ସଂପ୍ରସାରଣ ଯୋଗ୍ୟ ଏକ ମଂଷ୍ଟର ୧୨୮ ଜିବି ଷ୍ଟୋରେଜ ଏବଂ ଆଣ୍ଡ୍ରଏଡ ୧୦ ସହିତ ମୋଟୋରୋଲାର ସିଗନେଚର ଷ୍ଟକ ଆଣ୍ଡ୍ରଏଡ ଅଭିଜ୍ଞତା ସହିତ ଆସିଛି ।

ଏହା ବ୍ୟତୀତ ହାଇ-ରେଜ ୬୪ ଏମପି କ୍ୟାମେରା ବ୍ୟବସ୍ଥା, ଏଜ-ଟୁ-ଏଜ ଡିସପ୍ଲେ, ୧୬ଏମପି ପପ୍‌-ଅପ କ୍ୟାମେରା କ୍ୱାଡ ପିକ୍ସେଲ ଟେକ୍ନୋଲୋଜି ଭଳି ଆହୁରି ଅନେକ ଫିଚରରେ ବ୍ୟବସ୍ଥିତ ହୋଇଆସିଛି । ମୋଟୋରୋଲା ୱାନ ଫ୍ୟୁଜନ+ ମଧ୍ୟ ୟୁଟ୍ୟୁବ ସିଗ୍‌ନେଚର୍ ଡିଭାଇସର ଏକ ଅଂଶ, ଯାହାର ଅର୍ଥ ହେଉଛି ଉପଭୋକ୍ତାମାନେ ଏବେ ଭିଭିଡ ଏଚଡିଆର ଭିଡିଓ, ଆକର୍ଷଣୀୟ ୩୬୦ ଭିଡିଓ ଏବଂ ଦ୍ରୁତ ଭିଡିଓ ଲୋଡ଼ ସମୟକୁ ଉପଭୋଗ କରିପାରିବେ । ମୋଟୋରୋଲା ୱାନ ଫ୍ୟୁଜନ+ ମାତ୍ର ୧୬,୯୯୯ଟଙ୍କାର ଆକର୍ଷଣୀୟ ମୂଲ୍ୟରେ ଭାରତରେ ଦୁଇଟି ରଙ୍ଗ-ମୁନଲାଇଟ ହ୍ୱାଇଟ ଏବଂ ଟ୍ୱିଲାଇଟ ବ୍ଲୁରେ ଉପଲବ୍ଧ ହୋଇଯିବ । ଏହି ଫୋନ ୨୪ ଜୁନ ମଧ୍ୟାହ୍ନ ୧୨.୦୦ଟାରୁ ସ୍ୱତନ୍ତ୍ର ରୂପେ ଫ୍ଲିପକାର୍ଟରେ ବିକ୍ରୟ ପାଇଁ ଉପଲବ୍ଧ ହୋଇଯିବ ।

dishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

March 8, 2026
ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version