ସୁକଦେବ ବାରିକ, ଭକ୍ତବଚ୍ଛଳ ମହାନ୍ତି, ବୃନ୍ଦାବନ ପଣ୍ଡା, ଅଭିମନ୍ୟୁ ନାୟକ, କ୍ଷେତ୍ର ମୋହନ ପରିଡା, ବସନ୍ତ ଦାସ, ଭାଗିରଥ ପାଲ ପ୍ରମୁଖଙ୍କୁ ଛାତ୍ରଛାତ୍ରୀ ପୁଷ୍ପଗୁଚ୍ଛ ଦେଇ ଗୁରୁପୁଜା କରିଥିଲେ । ଏହି ଅବସରରେ ପ୍ରଥମେ ଦିବଙ୍ଗତ ବନ୍ଧୁମାନଙ୍କ ଉଦ୍ଧେଶ୍ୟରେ ପାର୍ଥନା କରାଯାଇଥିଲା ।
ଏହି ଉଛବରେ ବିଦ୍ୟାଧର ପରିଡା, ରମେଶଚନ୍ଦ୍ର ବିଶ୍ଵାଳ, ସୌଦାମିନୀ ମହାନ୍ତି, ସବିତା ସ୍ଵାଇଁ, ସୁଶୀଲ କୁମାର ମହାନ୍ତି, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ଘନସ୍ୟମ ଜେନା, କୈଲାଶ ଚନ୍ଦ୍ର ପରିଡା, ନବକିଶୋର ମହାନ୍ତି, ଗୋବିନ୍ଦ ଚନ୍ଦ୍ର ମଲ୍ଲ, ଚିତରଞ୍ଜନ ବିଶ୍ଵାଳ, ଶରତ ଚନ୍ଦ୍ର ଦାସ ଓ ଅନ୍ୟାନ୍ୟ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.