ସମ୍ମାନିତ ଅତିଥି ଭାବେ ସୁଧାଂଶୁ ବେହେରା, ପଡ଼ିଆ ଭାରପ୍ରାପ୍ତ ସିଡିପିଓ ଶାନ୍ତି କରସୁଧା ପଟ୍ଟନାୟକ, ଵେଜାଙ୍କିୱ।ଡ଼ା ସୁପରଭାଇଜର ଲତା ମଞ୍ଜୁଳା, ଏଵିଇଓ ଶିନ୍ତାହରଣ ମଧୁ ଓ ବରିଷ୍ଠ ସମାଜସେବୀ ସୁଶାନ୍ତ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଙ୍ଗଠନର ରାଜ୍ୟ ମୁଖ୍ୟ ଡ଼ଃ ମୁକେଶ ସାହୂ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ବିକାଶ ବିଭାଗର ବିଭିନ୍ନ ପଞ୍ଚାୟତର ସୁପରଭାଇଜର, ସ୍ବାସ୍ଥ୍ୟ ବିଭାଗର ସୁପରଭାଇଜର, ସ୍ବାସ୍ଥ୍ୟକର୍ମୀ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର ବିଭିନ୍ନ କର୍ମଚାରୀ, ମମତା ମାତୃ ଓ ଶିଶୁ ସ୍ବାସ୍ଥ୍ୟ ସଂଗଠନର ଝିଲି ସିଲ୍, ପୂଜା ଚକ୍ରବର୍ତ୍ତୀ, ନାୟାମୀ ଖରା, ରାଜେଶ କୁମାର ଓଝା, ଗୋବିନ୍ଦ ସର୍ଦାର ପ୍ରମୃଖ ଉପସ୍ଥିତ ଥିଲେ । ପ୍ରଶାନ୍ତ କୁମାର ସାହୁ କର୍ମଶାଳା ପରିଚାଳନା କରିଥିଲେ ।
© 2023 Odisha Taza News.