• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୋହେନ୍ ଇଟଂରନ୍ୟାସନାଲ୍ ସ୍କୁଲ୍ ପକ୍ଷରୁ ଓଡ଼ିଶାର ପ୍ରଥମ “ଏରୋ-ସ୍ପେସ୍ ଇଟିଂଗ୍ରେଟେଡ୍‌ ପାଠ୍ୟକ୍ରମ’ ଓ “କୋହେନ୍ ଏରୋ-ସ୍ପେସ୍ ଉତ୍କର୍ଷ କେନ୍ଦ୍ର

Proprietor Abhimanyu Maharana by Proprietor Abhimanyu Maharana
March 26, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
କୋହେନ୍ ଇଟଂରନ୍ୟାସନାଲ୍ ସ୍କୁଲ୍ ପକ୍ଷରୁ ଓଡ଼ିଶାର ପ୍ରଥମ “ଏରୋ-ସ୍ପେସ୍ ଇଟିଂଗ୍ରେଟେଡ୍‌ ପାଠ୍ୟକ୍ରମ’ ଓ “କୋହେନ୍ ଏରୋ-ସ୍ପେସ୍ ଉତ୍କର୍ଷ କେନ୍ଦ୍ର
Share on FacebookShare on TwitterWhatsapp

୨୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ କୋହେନ୍‌ ଇଟଂରନ୍ୟାସନାଲ୍ ସ୍କୁଲ (ସିଆଇଏସ୍‌) ପକ୍ଷରୁ ଏହାର ଛାତ୍ରଛାତ୍ରୀମାନଙ୍କ ଲାଗି ୨୦୨୩-୨୪ ଶିକ୍ଷା ବର୍ଷରୁ ଓଡ଼ିଶାର ପ୍ରଥମ “ଏରୋ ସ୍ପେସ୍‌ ଇଟିଂଗ୍ରେଟେଡ୍ ପାଠ୍ୟକ୍ରମ’ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏରୋ ସ୍ପେସ୍ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣୀୟ ଅନୁଭବ ପ୍ରଦାଦ କରିବା ଲାଗି ସ୍କୁଲ୍ ପକ୍ଷରୁ “କୋହେନ୍ ଏରୋ-ସ୍ପେସ୍ ଉତ୍କର୍ଷ’ କେନ୍ଦ୍ର ସ୍ଥାପନ କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଏରୋ-ସ୍ପେସର ବିଭିନ୍ନ ଦିଗକୁ ବ୍ୟାପକ ଭାବେ ବୁଝାଇବା ଲାଗି ଏରୋ ସ୍ପେସ୍ ଇଂଟିଗ୍ରେଟେଡ୍ ପାଠ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି । କୋହେନ୍ ଏରୋ ସ୍ପେସ୍ ଉତ୍କର୍ଷ କେନ୍ଦ୍ର ଏରୋସ୍ପେସ୍ ଶିକ୍ଷା ଓ ଗବେଷଣା ଲାଗି ଏକ ହବ୍ ଭାବେ କାର୍ଯ୍ୟ କରିବ ଛାତ୍ରଛାତ୍ରୀଙ୍କ ପାଖଷର ଉନ୍ନତ ପ୍ରଯୁକ୍ତି, ଗବେଷଣା ବ୍ୟବସ୍ଥା ଓ ଶିଳ୍ପ ବିଶେଷଜ୍ଞଙ୍କୁ ପହଂଚାଇବ ।

କୋହେନ୍ ଇଟଂରନ୍ୟାସନାଲ୍ ସ୍କୁଲ୍‌ର ଅଧ୍ୟକ୍ଷ ଶ୍ରୀ ଜ୍ୟୋତି ରଂଜନ ତ୍ରିପାଠୀ କହିଛନ୍ତି ଯେ, “ଓଡ଼ିଶାର ପ୍ରଥମ ଏରୋ ସ୍ପେସ୍ ଇଂଟିଗ୍ରେଟେଡ୍‌ ପାଠ୍ୟକ୍ରମର ଶୁଭାରମ୍ଭ କରିବା ଏବଂ କୋହେନ୍ ଏରୋ ସ୍ପେସ୍ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିଥିବାରୁ ଆମେ ଉଲ୍ଲସିତ । ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ସ୍ତରର ଶିକ୍ଷାଦାନ କରିବା ଏବଂ ଭବିଷ୍ୟତରେ କ୍ୟାରିୟରରେ ଆଗକୁ ବଢ଼ିବା ଲାଗ ସେମାନଙ୍କୁ ଆବଶ୍ୟକ ଦକ୍ଷତା ଓ ଜ୍ଞାନ ପ୍ରଦାନ କରିବା ପ୍ରତି ଆମର ରହିଥିବା ପ୍ରତିବଦ୍ଧତାର ପ୍ରତିଫଳନ ହେଉଛି ଏହି ଅଭିଯାନ ।’’ ୨୦୨୩ ମାର୍ଚ୍ଚ ୨୬ ତାରିଖ ରବିବାର ଦିନ ଓଇଆର୍‌ସିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଅତ୍ୟାଧୁନିକ ଉତ୍କର୍ଷ କେନ୍ଦ୍ର କୁ ଉଦ୍‌ଘାଟନ କରିବେ । ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ, କଳା ଓ ଗଣିତ (ଷ୍ଟିମ୍‌)କୁ ଆହୁରି ଆଗକୁ ବଢ଼ାଇବା ପାଇଁ ଆମେ ପ୍ରଥମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ଧରଣର ଏରୋ ସ୍ପେସ୍ ଇଂଟିଗ୍ରେଟେଡ୍‌ ପାଠ୍ୟକ୍ରମର ଶୁଭାରମ୍ଭ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ୧୧୦୦ ବର୍ଗଫୁଟରେ ସ୍ଥାପନ କରାଯାଇଥିବା ହାଇ-ଟେକ୍ ଲ୍ୟାବ୍ କୋହେନ୍‌ ଏରେସ୍ପେସ୍ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିଛୁ । ଏହା ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ଦକ୍ଷତା ଓ କ୍ଷମତା ପ୍ରଦାନ କରିବ ଯଦ୍ୱାରା ସେମାନେ ଏରୋ ସ୍ପେସ୍‌, ମହାକାଶ, ପାଣିପାଗ, ଇ-ପରିବହନ, ଏଆଇ, ସ୍ଥାପତ୍ୟ, ଉତ୍ପାଦ ଡିଜାଇନ୍ ଓ ଉଦ୍ୟମିତା ଆଦି କ୍ଷେତ୍ରାର କ୍ୟାରିୟର ଗଠନ କରିପାରିବେ କିମ୍ବା ଉଦ୍ୟମିତା ପଥରେ ଆଗକୁ ବଢ଼ିପାରିବେ ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ନବସୃଜନର ସଂସ୍କୃତି’ ଜାଗ୍ରତ କରିବାକୁ ଆମେ ଚାହୁଛୁ । କୋହେନ୍‌ର ଏରୋବେ-କେ୧୨ ପରୀକ୍ଷାମୂଳକ ଶିକ୍ଷଣୀୟ କାର୍ଯ୍ୟକ୍ରମ ହେଉଛି ଏକ ନୂଆ ପିଢ଼ିର ପରୀକ୍ଷଣ ଶିକ୍ଷଣୀୟ କାର୍ଯ୍ୟକ୍ରମ ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ରହିଛି ଷ୍ଟିମ୍ ଭିତିକ କାର୍ଯ୍ୟକ୍ରମର ଶିକ୍ଷା ଓ ଭାବ ବିନିମୟର ସମିଶ୍ରଣ ଯାହା ସେମାନଙ୍କୁ ଡିଜାଇନ୍ ଭାବନା, ଉଦ୍ୟମିତା ମାନସିକତା, ସମସ୍ୟା ସମାଧାନ, ପରିକଳ୍ପନା ଏବଂ ନବସୃଜନ, ସାମଜିକ ଓ ସହଯୋଗିତା ଭାବ ଏବଂ ଗୁରୁତ୍ୱପୂର୍ଣ୍ଣ ଓ ବିଶ୍ଳେଷଣ ଭାବନା ଦକ୍ଷତା ଆଦି କୌଶଳ ପ୍ରଦାନ କରିବ ।

ଷ୍ଟିମ୍ ହେଉଛି ଏକ ଶିକ୍ଷଣୀୟ ଦର୍ଶନ ଯେଉଁଥିରେ ସାମିଲ ରହିଛି ସହଯୋଗିତା ଭିତିକ ସମସ୍ୟା ସମାଧାନ ଏବଂ ପ୍ରତ୍ୟକ୍ଷ ପ୍ରାୟୋଗର ସହଯୋଗରେ ଶିକ୍ଷଣୀୟ ଚିନ୍ତାଧାରାର ସମିଶ୍ରଣ । ଏହା ଆନ୍ତଃ ଶୃଙ୍ଖଳା ଶିକ୍ଷାକୁ ଉତ୍ସାହିତ କରୁଛି ଯାହା ଛାତ୍ରଛାତ୍ରୀଙ୍କ ସର୍ବଙ୍ଗୀନ ଉନ୍ନତିକୁ ବଢ଼ାଇବ । ଦୟାକରି ଫଟୋ ଓ ଭିଡିଓଗୁଡ଼ିକୁ ଦେଖନ୍ତୁ ।  ଅଧିକ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ : ୭୦୭୭୭୭୫୩୧୦ .

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

September 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version