ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଦିନପଦ୍ମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ଦାଶ, ବାଘମୁଣ୍ଡ ସାଧନ କେନ୍ଦ୍ର ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋକୁଳାନନ୍ଦ ମେହେର, ହିର୍ଲି ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ଠାକୁର, ବାଘମୁଣ୍ଡ କେନ୍ଦ୍ର ଅଧିନସ୍ଥ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ଗ୍ରାମର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା,
ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା, ଗ୍ରାମର ଭଦ୍ର ବ୍ୟକ୍ତି ସମସ୍ତ ଛାତ୍ର ଛାତ୍ରୀ ଯୋଗଦେଇଥିଲେ l ବିଦାୟୀ ଶକ୍ଷକ ଓ ବିଦାୟୀ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅତିଥି ଗଣ ଅଭିଭାଷଣ ରେ ଶିକ୍ଷକ ଛାତ୍ର ସୁସମ୍ପର୍କ, ଶିକ୍ଷକଙ୍କ ମହନୀୟତା, ଶିକ୍ଷକତା ଏକ ମହତ କାମ ଆଦି ସମ୍ପର୍କରେ ମତ ପ୍ରଦାନ କରିଥିଲେ l ସମାରୋହରେ ବିଦ୍ୟାଳୟ ରବର୍ତ୍ତମାନ ପ୍ରଧାନ ଶିକ୍ଷକ ବନମାଳୀ ସାହୁ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ l ଶେଷରେ ମାଧବ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ l
© 2023 Odisha Taza News.