ନେହେରୁ ଯୁବ େôକନ୍ଦ୍ର ପ୍ରତିଷ୍ଠାନର ଢେଙ୍କାନାଳ ଜିଲ୍ଲା ଯୁବ ସଂଯୋଜକ ଆଲୋକ ଦାସ ବର୍ଷା ଜଳ ସଂରକ୍ଷଣ ଦ୍ୱାରା ଭୂତଳ ଜଳସ୍ତରକୁ ରକ୍ଷା କରିବା ସହ ଆଗାମୀ ଭବିଷ୍ୟତକୁ ସ୍ୱଚ୍ଛ ଜଳପ୍ରଦାନ କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତବ୍ୟ ବୋଲି ମତବ୍ୟକ୍ତ କରି ଏନେଇ ଶପଥ ପାଠ କରାଇଥିଲେ । ଯୁକ୍ତ ଦୁଇ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ , ଆକାଉଟାଣ୍ଟ ଶଶାଙ୍କ ଶେଖର ମହାପାତ୍ର ଅଭିଭାଷଣ ପ୍ରଦାନ କରିଥିବା ବେଳେ ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରୀମାନେ ସଚେତନତା ବାର୍ତା ଲେଖାଥିବା ବ୍ୟାନର ଓ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।
© 2023 Odisha Taza News.