No Result
View All Result
୨୨ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ନୂତନ ବିଡ଼ିଓ ଭାବେ ସଚିଦା ନନ୍ଦ ମିଶ୍ର ଯୋଗଦେବା ସହ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ମିଶ୍ର ବୋର୍ଡ ଅଫ ରେଭେନ୍ୟୁ ରେ କାର୍ଯ୍ୟ କରୁଥିଲେ । ନୂଆଗାଁ ବ୍ଲକ୍ ର ଦାୟିତ୍ଵ ଗ୍ରହଣ କରିବା ପରେ ଶିକ୍ଷା ,
ସ୍ବାସ୍ଥ୍ୟ ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଉନ୍ନତି କରିବା ଏବଂ ନୂଆଗାଁ ବ୍ଲକ୍ କୁ ଏକ ମଡେଲ ବ୍ଲକ୍ ଭାବେ ଜିଲ୍ଲା ତଥା ରାଜ୍ୟରେ ପରିଣତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବେ ବୋଲି କହିବା ସହ ସମସ୍ତ ଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ନୂତନ ବିଡ଼ିଓ ସଚିଦା ନନ୍ଦ ମିଶ୍ର କହିଛନ୍ତି ।
No Result
View All Result