• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଦ୍ୟୁତ୍ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବଙ୍କୁ ଆମ୍ ଆଦମୀ ପାର୍ଟିର : ୭ଟି ପ୍ରଶ୍ନ

Proprietor Abhimanyu Maharana by Proprietor Abhimanyu Maharana
March 21, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ବିଦ୍ୟୁତ୍ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବଙ୍କୁ ଆମ୍ ଆଦମୀ ପାର୍ଟିର : ୭ଟି ପ୍ରଶ୍ନ
Share on FacebookShare on TwitterWhatsapp

୨୧ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ବର୍ଦ୍ଧିତ ବିଦ୍ୟୁତ୍ ବିଲ୍, ବାରମ୍ବାର ବିଜୁଳି କାଟ ଓ ଟାଟା ପାୱାର ତରଫରୁ ବିଲ୍ ପାଇଁ ଦେୟ ଆଦାୟ କରିବା ଜୁଲୁମରେ ଓଡ଼ିଶାବାସୀ କଷ୍ଟ ଭୋଗୁଥିବା ବେଳେ, ବହୁ ଦିନ ପରେ ବିଦ୍ୟୁତ୍ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ଉଭୟ ବିଧାନସଭା ଭିତରେ ଓ ବାହାରେ କେତେକ ବିବୃତି ଦେଇଛନ୍ତି। ଏହି ବିବୃତି ଆଧାରରେ ଆମ୍ ଆଦମୀ ପାର୍ଟି ମନ୍ତ୍ରୀଙ୍କୁ ୭ଟି ପ୍ରଶ୍ନ ପଚାରିଛି । ପାର୍ଟି ଆଶା କରୁଛି ମନ୍ତ୍ରୀ ଗଣମାଧ୍ୟମ ଆଗରେ ଏହାର ଉତ୍ତର ରଖିବେ । ୧) ମନ୍ତ୍ରୀ କହିଛନ୍ତି ଓଡ଼ିଶା ସବୁଠାରୁ କମ୍ ମୂଲ୍ୟରେ ବିଦ୍ୟୁତ୍ ଯୋଗାଉଛି । କିନ୍ତୁ ସାରା ଓଡ଼ିଶା ଜାଣିଛି, ଦିଲ୍ଲୀ ସରକାର ମାସିକ ୨୦୦ ୟୁନିଟ୍ ଓ ପଞ୍ଜାବ ସରକାର ମାସିକ ୩୦୦ ୟୁନିଟ୍ ଦେୟମୁକ୍ତ ବିଦ୍ୟୁତ୍ ଯୋଗାଉଛି । ତେଣୁ ମନ୍ତ୍ରୀ ମିଛ କହିଲେ ନାହିଁ କି ..?

୨) ମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ଗୁଣାତ୍ମକ ବିଦ୍ୟୁତ ଯୋଗାଉଛି । କିନ୍ତୁ ଏବେ ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗଛର ପତ୍ର ହଲିଲେ ପାୱାର୍ କଟ୍ ହେଉଛି । ୨୦୧୪-୧୫ରେ ଦିଲ୍ଲୀରେ ପାୱାର୍ କଟ୍ ୦.୪% ଥିବା ବେଳେ, ଏବେ ତାହା ୦.୦୧୯%କୁ ଖସି ଆସିଛି । ଅର୍ଥାତ୍ ୯୫% କମିଛି । ଓଡ଼ିଶାରେ କେତେ କମିଛି ବିଦ୍ୟୁତ୍ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ତଥ୍ୟ ରଖିବେ କି.. ?

୩) ମନ୍ତ୍ରୀ କହିଛନ୍ତି ଓଡ଼ିଶା ୭,୯୨୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରୁଛି । ତେବେ ଏଥିରୁ ଓଡ଼ିଶାବାସୀଙ୍କୁ କ’ଣ ଲାଭ ମିଳୁଛି ? ଦିଲ୍ଲୀ ବାହାର ରାଜ୍ୟରୁ ବିଦ୍ୟୁତ୍ କିଣି ମଧ୍ୟ ୨୦୦ ୟୁନିଟ୍ ପର‌୍ୟ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ଓ ୪୦୦ ୟୁନିଟ୍ ପର‌୍ୟ୍ୟନ୍ତ ଅଧା ଦେୟରେ ବିଦ୍ୟୁତ୍ ଯୋଗାଇ ଆସୁଛି ।

୪) ମନ୍ତ୍ରୀ କହିଛନ୍ତି ୨୦୦ ୟୁନିଟ୍ ପର‌୍ୟ୍ୟନ୍ତ ଦେୟମୁକ୍ତ ବିଜୁଳି ଦେଲେ ଓଡ଼ିଶା ଶ୍ରୀଲଙ୍କା ଭଳି ହୋଇଯିବ । କିନ୍ତୁ ଗତ ୮ ବର୍ଷ ଧରି ଶସ୍ତା ଓ ସମ୍ପୂର୍ଣ୍ଣ ମାଗଣା ଦେଇ ମଧ୍ୟ ଦିଲ୍ଲୀର ଆର୍ଥିକ ଅବସ୍ଥାରେ କେମିତି ଦ୍ରୂତ ଉନ୍ନତି ହେଉଛି ମନ୍ତ୍ରୀ କହିବେ କି ..?

୫) ମନ୍ତ୍ରୀ କହିଛନ୍ତି ଗ୍ରାହକମାନଙ୍କ ଠାରୁ ପୁରୁଣା ବକେୟା ବାବଦରେ ଗ୍ରୀଡକୋ ୭,୮୮୬ କୋଟି ଟଙ୍କା ପାଇବାର ଅଛି, ଯାହା ଏବେ ଟାଟା ମାଧ୍ୟମରେ ଆଦାୟ କରାଯାଉଛି । ରିଲାଏନ୍ସ କମ୍ପାନୀ ୨୦୧୫ ମସିହାରୁ ଗ୍ରାହକ ଦେଇଥିବା ୪,୨୩୪ କୋଟି ଟଙ୍କା ଧରି ପଳାଇଥିବା ବେଳେ ଗତ ୮ ବର୍ଷରେ ତା ଠାରୁ ଟଙ୍କାଟିଏ ବି ଆଦାୟ ହୋଇଛି କି ? ବେଦାନ୍ତ କମ୍ପାନୀକୁ କାହିଁକି ବିଦ୍ୟୁତ୍ ଯୋଗାଣ ବାବଦରେ ବାର୍ଷିକ ୧୨୫୦ କୋଟି ଟଙ୍କାର ଫାଇଦା ଦିଆଗଲା ମନ୍ତ୍ରୀ କହିବେ କି ..?

୬) ଘରୋଇ ଗ୍ରାହକ ବିଦ୍ୟୁତ୍ ବାବଦରେ ଟାଟା ପାୱାର୍ କୁ ପ୍ରତି ମାସରେ ଟଙ୍କା ଦେଉଛନ୍ତି । କିନ୍ତୁ ଓଡ଼ିଶା ଭାରତର ଏକମାତ୍ର ରାଜ୍ୟ ଭାବେ ଗ୍ରାହକଙ୍କୁ ଟଙ୍କାକର ସବସିଡି ଦେଉ ନଥିବା ବେଳେ ଓଲଟି ପ୍ରତି ବର୍ଷ କାହିଁକି ଗ୍ରାହକଙ୍କ ଠାରୁ ପ୍ରାୟ ୪,୦୦୦ କୋଟି ଟଙ୍କା ଇଡି ଆକାରରେ ନେଉଛି ମନ୍ତ୍ରୀ ଜଣାଇବେ କି ..?

୭) ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଯିଏ ୧୯୯୬ ମସିହାରେ ବିଦ୍ୟୁତ୍ କ୍ଷେତ୍ରରେ ସଂସ୍କାର ଆଣିଥିଲା । ଆଜି ଦିଲ୍ଲୀରେ ବ୍ୟବସାୟିକ ଓ ସରବରାହ ଜନିତ କ୍ଷତି ୬.୭% ଥିବା ବେଳେ ଓଡ଼ିଶାରେ ଏବେ ବି କାହିଁକି ତାହା ପାଖାପାଖି ୩୦% ରହିଛି ..?ଏହି ସମୟ ମଧ୍ୟରେ ଆପଣଙ୍କ ସରକାର ୨୩ ବର୍ଷ କ୍ଷମତାରେ ରହି ନିଜର ଅପାରଗତା ପ୍ରମାଣ କରିଛି ବୋଲି ମନ୍ତ୍ରୀ ଅସ୍ଵୀକାର କରିବେ କି.. ? ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ପ୍ରବକ୍ତା ଶ୍ରୀ ରଙ୍ଗା ଚରଣ ପ୍ରଧାନ, ଆପ୍ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନର ସଭାପତି ଶ୍ରୀ ଜୟସୂର‌୍ୟ୍ୟ କାନୁନଗୋ, ଆପ୍ ପୁରୀ ଜିଲ୍ଲା ସମ୍ପାଦକ ଶ୍ରୀ ସତ୍ୟଜିତ ମହାନ୍ତି ଏବଂ ପ୍ରବକ୍ତା ଶ୍ରୀ ଲଳିତ୍ ମୋହନ ଦାସାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଜପତି ଜିଲ୍ଲା ରାୟଗଡ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ

ଗଜପତି ଜିଲ୍ଲା ରାୟଗଡ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ

June 16, 2026
ପାରଳାଖେମୁଣ୍ଡି ପୋଲିସର ନାଇଟ ପେଟ୍ରୋଲିଂ ବେଳେ ଧରା ପଡିଲେ ୧୦ ଜଣ ମଦ୍ୟପ

ପାରଳାଖେମୁଣ୍ଡି ପୋଲିସର ନାଇଟ ପେଟ୍ରୋଲିଂ ବେଳେ ଧରା ପଡିଲେ ୧୦ ଜଣ ମଦ୍ୟପ

June 16, 2026
ପାରଳାଖେମୁଣ୍ଡି ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆ ଯାଇଥିବା ୧୦ ଜଣ ହିତାଧିକାରୀଙ୍କ ଘରୁ ୱାଟର ମିଟର ଚୋରି

ପାରଳାଖେମୁଣ୍ଡି ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆ ଯାଇଥିବା ୧୦ ଜଣ ହିତାଧିକାରୀଙ୍କ ଘରୁ ୱାଟର ମିଟର ଚୋରି

June 16, 2026
ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ଆକାଂକ୍ଷା ପକ୍ଷ ରୁ ରଜପର୍ବ ପାଳିତ

ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ଆକାଂକ୍ଷା ପକ୍ଷ ରୁ ରଜପର୍ବ ପାଳିତ

June 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଜପତି ଜିଲ୍ଲା ରାୟଗଡ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ

ଗଜପତି ଜିଲ୍ଲା ରାୟଗଡ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ

June 16, 2026
ପାରଳାଖେମୁଣ୍ଡି ପୋଲିସର ନାଇଟ ପେଟ୍ରୋଲିଂ ବେଳେ ଧରା ପଡିଲେ ୧୦ ଜଣ ମଦ୍ୟପ

ପାରଳାଖେମୁଣ୍ଡି ପୋଲିସର ନାଇଟ ପେଟ୍ରୋଲିଂ ବେଳେ ଧରା ପଡିଲେ ୧୦ ଜଣ ମଦ୍ୟପ

June 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version