ଏଥିରେ 50ରୁ ଉର୍ଦ୍ଧ୍ବ ସଦସ୍ୟ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ । ଏହି ଯାତ୍ରା ମଞ୍ଚ ର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥ ଙ୍କ ନେତୃତ୍ୱ ରେ ରଘୁନାଥ ମହାରଣା, ସତ୍ୟବାଦୀ ପାତ୍ର, ନୃସିଂହ ପ୍ରସାଦ ନାୟକ, ସୁବାଷ ରାଉତ ,ଲବଜେନା ଆଦି ପରିଚାଳନା କରି ଥିଲେ । ଶେଷ ରେ ଜଳ ଯୋଗ ସହ ମଞ୍ଚ ର ଉପସଭାପତି ଶ୍ରୀ ରାମଚନ୍ଦ୍ର ପାଢ଼ୀବ ଅଂଶ ଗ୍ରହଣ କରି ଏହି ଯାତ୍ରା କୁ ସାଫଲ୍ୟ କରିଥିବା ସମସ୍ତ ସଦସ୍ୟ ,ସଦସ୍ୟା ଗଣ ଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏହି ମଞ୍ଚ ର ସଦସ୍ୟା ଶ୍ରୀମତୀ ନିବେଦିତାରଥ ଙ୍କଦ୍ୱାରା ଲିଖିତ ପୁସ୍ତକ “ରତ୍ନ ବିବିଧ ଅନୁଭୂତି ର “ବରିଷ୍ଠ ନାଗରିକ ଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ।
© 2023 Odisha Taza News.