• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ସାଇତି ରଖିଥିଲା ପ୍ରେମିକାର ଅଶ୍ଲୀଳ ଭିଡିଓ ୨ ବର୍ଷ ପରେ ଭାଇରାଲ୍ କଲା

Proprietor Abhimanyu Maharana by Proprietor Abhimanyu Maharana
February 24, 2023
in ଅପରାଧ, ଓଡ଼ିଶା, ଗଜପତି, ହୋମ୍
0
ସାଇତି ରଖିଥିଲା ପ୍ରେମିକାର ଅଶ୍ଲୀଳ ଭିଡିଓ ୨ ବର୍ଷ ପରେ ଭାଇରାଲ୍ କଲା
Share on FacebookShare on TwitterWhatsapp

୨୪ ଫେବୃଆରୀ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି  :- ଭଲ ପାଇବା ଭିତରେ ରୀମାଙ୍କୁ ତାଙ୍କର ଅଶ୍ଲୀଳ ଭିଡିଓ ମାଗିଥିଲେ ପ୍ରେମକ ସିଣ୍ଟୁ ଆଉ ପ୍ରେମିକଙ୍କ କଥାରେ ରାଜି ହୋଇ ରୀମା ନିଜର ଅଶ୍ଲୀଳ ପଠାଇଥିଲେ । ଦୀର୍ଘ ଦୁଇ ବର୍ଷ ଧରି ସିଣ୍ଟୁ ସେହି ଭିଡିଓକୁ ସାଇତି ରଖିଥିଲା । ବାହା ହେବ ବୋଲି କହି ପ୍ରେମିକାକୁ ମାଗିଥିଲା ତା’ର ଅଶ୍ଲୀଳ ଭିଡିଓ। ଆଉ ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ପ୍ରେମିକର କଥାରେ ଅଶ୍ଲୀଳ ଭିଡିଓ ପାଇଥିଲେ ପ୍ରେମିକା। ଦୁଇ ବର୍ଷ ପରେ ସେହି ଭିଡିଓକୁ ଭାଇରାଲ୍‌ କରିଦେଇଥିଲା ପ୍ରେମିକ। ଏବେ ସୋଶିଆଲ ମିଡିଆରେ ଘୂରି ବୁଲୁଛି ପ୍ରେମିକାଙ୍କ ଉଲଗ୍ନ ଭିଡ଼ିଓ। ଏପରି ଅଭିଯୋଗ ଗଜପତି ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି।

ଖଜୁରୀପଦା ଫାଣ୍ଡି ଅଞ୍ଚଳର ଝାଲରସିଂ ଗାଁର ସିଣ୍ଟୁ ମିଶାଲ ନୂଆଗଡ ଅଞ୍ଚଳର ରୀମା(ଛଦ୍ମନାମ)ଙ୍କୁ ଭଲ ପାଉଥିଲେ। ରୀମା ମଧ୍ୟ ତାଙ୍କୁ ଭଲ ପାଉଥିଲେ। ବିବାହ କରିବାକୁ ଉଭୟ ନିଷ୍ପତ୍ତି ନେଇଥିଲେ। ଭଲ ପାଇବା ଭିତରେ ରୀମାଙ୍କୁ ତାଙ୍କର ଅଶ୍ଲୀଳ ଭିଡିଓ ମାଗିଥିଲେ ପ୍ରେମିକ ସିଣ୍ଟୁ। ଆଉ ପ୍ରେମିକଙ୍କ କଥାରେ ରାଜି ହୋଇ ରୀମା ନିଜର ଅଶ୍ଲୀଳ ପଠାଇଥିଲେ। ଦୀର୍ଘ ଦୁଇ ବର୍ଷ ଧରି ସିଣ୍ଟୁ ସେହି ଭିଡିଓକୁ ସାଇତି ରଖିଥିଲା।ରୀମା ମାଟ୍ରିକ୍‌ ପାସ୍‌ କରିବା ପରେ ଏବେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଛନ୍ତି। ତାଙ୍କର ବାହାଘର ପାଇଁ ପରିବାର ଲୋକ ପୁଅ ଠିକ୍‌ କରିଥିଲେ। କୌଣସି ସୂତ୍ରରୁ ଏ ସମ୍ପର୍କରେ ଜାଣିବାକୁ ପାଇଲେ ସିଣ୍ଟୁ। ରୀମାଙ୍କୁ ବାହା ହେବା ପାଇଁ ଅଡି ବସିଲେ। ମାତ୍ର ପରିବାର ଲୋକ ଦେଖିଥିବା ପୁଅଙ୍କୁ ବାହା ହେବେ ବୋଲି ରୀମା ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଯାହାକୁ ନେଇ ସିଣ୍ଟୁ ଚିନ୍ତାରେ ପଡ଼ି ଯାଇଥିଲା। ଆଉ ପାଖରେ ଥିବା ଅଶ୍ଲୀଳ ଭିଡିଓଟିକୁ ଭାଇରାଲ୍‌ କରିଦେବେ ବୋଲି ରୀମାଙ୍କୁ ଧମକ ଦେଇଥିଲା।

ସିଣ୍ଟୁଙ୍କ ଏପରି ଧମକକୁ ବେଶୀ ଧ୍ୟାନ ଦେଇନଥିଲେ ରୀମା । ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ଅନ୍ୟ ଜଣେ ଯୁବତୀଙ୍କ ପାଖକୁ ପଠାଇ ଦେଇଥିଲା ସିଣ୍ଟୁ। ତାହା ସହ ଅନ୍ୟ କିଛି ସାଙ୍ଗଙ୍କ ପାଖକୁ ମଧ୍ୟ ପଠାଇ ଦେଇଥିବା ଅଭିଯୋଗ ହୋଇଥିଲା। ଯୁବତୀ ଜଣକଙ୍କ ଭିଡିଓ ପାଇଲା ପରେ ତାଙ୍କ ମୁଣ୍ଡକୁ ରୋଜଗାର ପନ୍ଥା ଜୁଟିଥିଲା। ସେ ରୀମାଙ୍କୁ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କରିଥିଲେ। ୩୦ ହଜାର ଟଙ୍କା ଦେଲେ ଭିଡିଓ ଡିଲିଟ୍‌ ମାରିବି ବୋଲି କହିଥିଲା। ଅନ୍ୟପକ୍ଷରେ ସୋଶିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହୋଇ ରୀମାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା। ଏହା ପରେ ରୀମାଙ୍କ ଅକଲ୍‌ ଗୁଡ଼ୁମ ହୋଇଯାଇଥିଲା।

ରୀମାଙ୍କ ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ଅଭିଯୁକ୍ତ ପ୍ରେମିକ ସିଣ୍ଟୁକୁ ଗିରଫ କରିଥିଲା। ତାକୁ ପଚରାଉଚରା କରିବାରୁ ଏହି ଘଟଣାରେ ଜଣେ ଯୁବତୀଙ୍କ ନାଁ ସାମ୍ନାକୁ ଆସିଥିଲା। ପୁଲିସ୍‌ ତାକୁ ଧରିବା ପାଇଁ ଯାଇଥିଲା। ହେଲେ ସେ ପୁଲିସ୍‌କୁ ଚକ୍‌ମା ଦେଇ ଖସି ପଳାଇ ଯାଇଥିଲା। ଅଭିଯୁକ୍ତ ଯୁବତୀକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏହି ମାମଲାରେ ପୁଲିସ ମୋବାଇଲ, ଲପ୍‌ଟପ୍‌ ଓ ଅନ୍ୟାନ୍ୟ ବୈଦ୍ୟୁତିକ ସରଞ୍ଜାମ ଜବତ କରିଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ଗୋଷାଣୀ ବ୍ଲକ ଗୁରାଣ୍ଡି ଠାରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ (ସି.ୟୁ.ଟି.ଏମ୍.), – ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଧୀନରେ କିଷାନ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

September 28, 2026
ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ଗଜପତି ଜିଲ୍ଲାର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗୋଷାଣୀ ବ୍ଲକ ଗୁରାଣ୍ଡି ଠାରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ (ସି.ୟୁ.ଟି.ଏମ୍.), – ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଧୀନରେ କିଷାନ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

September 28, 2026
ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ଗଜପତି ଜିଲ୍ଲାର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ

ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ଗଜପତି ଜିଲ୍ଲାର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ

September 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version