ବାଣିଜ୍ୟ

ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଫିଜିଟାଲ୍ ସୁନା ବ୍ୟବସାୟରେ ପ୍ରବେଶ

ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଏହାର ନିଜସ୍ୱ ଅନ୍‌ଲାଇନ୍‌ ସୁନା କାରବାର ପ୍ଲାଟ୍‌ଫର୍ମ ଡିଜି ଗୋଲ୍ଡକୁ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ଜ୍ଞଚ୍ଚୟସଶସଶକ୍ଟକ୍ଷୟ.ମକ୍ଟଜ୍ଞ/)...

Read moreDetails

ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ସିବି୨୦୦ଏକ୍ସର ଡେଲିଭରି ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର :-  ହୋଣ୍ଡା ମୋଟର୍‌ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ୧୮୦-୨୦୦ ସିସି ବର୍ଗରେ ବିପ୍ଳବ ଆଣିବା...

Read moreDetails

ଟାଫେ ପକ୍ଷରୁ ଓଡିଶାରେ ମେସି ଫୁର୍ଗସନ ୨୪୪ ଏବଂ ୨୪୬ ଡାଇନାଟ୍ରାକ -୪ଡବ୍ଲୁ ଟ୍ରାକ୍ଟରର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ଅଗ୍ରଣୀ ଟ୍ରାକ୍ଟର ପ୍ରସ୍ତୁତକାରୀ କମ୍ପାନୀ, ଟାଫେ ଟ୍ରାକ୍ଟର ଏବଂ ଫାର୍ମ ଲିମିଟେଡ ପକ୍ଷରୁ ଡାଇନାଟ୍ରାକ ସିରିଜର ୪ ହ୍ୱିଲ...

Read moreDetails

ନୂଆ ଯୁଗର ସସେସ୍‍ ଓ ମସଲା ଉତ୍ପାଦ ସହିତ ନିଜର ଚାଇନିଜ ଉତ୍ପାଦ ବର୍ଗକୁ ସମୃଦ୍ଧ କଲା ନିଲନ୍ସ

ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ନିକଟରେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଚାଇନିଜ ଖାଦ୍ୟ ଭାରତରେ ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ ଖାଦ୍ୟ ତାଲିକାରେ...

Read moreDetails

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଯୋଡ଼ା ଓ ନୂଆମୁଣ୍ଡିରେ ଦୁଇଟି ଷ୍ଟେଟ ଅଫ୍ ଆର୍ଟ ପ୍ରେସର ସ୍ୱିଙ୍ଗ୍ ଆଡସୋର୍ପସନ୍ (ପିଏସ୍‌ଏ) ଅକ୍ସିଜେନ୍ ପ୍ଲାଂଟ୍ କାର୍ଯ୍ୟକ୍ଷମ

ଓଡ଼ିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- କୋଭିଡ୍‌-୧୯ର ମୁକାବିଲା କରିବା ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ରହିବାର ଉଦ୍ୟମ ସ୍ୱରୂପ ଟାଟା ଷ୍ଟିଲ୍ ଫାଉଣ୍ଡେସନ...

Read moreDetails

ଟେଟ୍ରାସଫ୍ଟ ପକ୍ଷରୁ ଭୁବନେଶ୍ୱରରେ ଆଡ୍‌ଭାନ୍ସଡ୍ ଟେକ୍ନୋଲୋଜି ଇନୋଭେସନ୍ ହବ୍ ଉଦ୍‌ଘାଟିତ

୧୦୦ରୁ ଅଧିକ ଡିଜିଟାଲ୍ ପ୍ରତିଭାଙ୍କୁ ନିଯୁକ୍ତି ଦେବ ନବସୃଜନକୁ ବଢ଼ାଇବା, ଉତ୍କର୍ଷ ପ୍ରଦାନ କରିବା ଏବଂ ବିଶ୍ୱସ୍ତରୀୟ ସଂସ୍ଥାଗତ କ୍ଲାଏଣ୍ଟ୍‌ମାନଙ୍କୁ ବ୍ୟକ୍ତିଗତ ସୁହାଇବା ଭଳି ଅନୁଭୂତି ଦେବା...

Read moreDetails

ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍‌ କଞ୍ଜମ୍ପସନ୍ ଫଣ୍ଡ୍ ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଫଣ୍ଡ୍ ହାଉସ୍ ଆକ୍ସିସ୍‌ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ନୂଆ ଆକ୍ସିସ୍ କଞ୍ଜମ୍ପସନ୍ ଇଟିଏଫ୍‌ର...

Read moreDetails

ଟାଇଟନ୍ ୱାର୍ଲଡ୍ ପକ୍ଷରୁ ଭୁୂବନେଶ୍ୱରରେ ପ୍ରଥମ ପ୍ରିମିୟମ୍ ଷ୍ଟୋର୍ ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ଭାରତର ସର୍ବବୃହତ୍ ହାତ ଘଂଟା ନିର୍ମାତା, ଟାଇଟନ୍ କଂପାନି ଲିମିଟେଡ୍‌ର ୱାଚ ରିଟେଲର, ଟାଇଟନ୍ ୱାର୍ଲଡ୍ ପକ୍ଷରୁ...

Read moreDetails

ଏଚ୍‌ଡିଏଫ୍‌ସିର ମଲ୍‌ଟି ଆସେଟ୍‌ ଫଣ୍ଡ୍‌ରେ ତିନି ପ୍ରକାର ସଂପତିରେ ନିବେଶ କରିବାର ଲାଭ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ଏଚ୍‌ଡିଏଫ୍‌ସି ମଲ୍‌ଟି ଆସେଟ୍ ଫଣ୍ଡ୍ ହେଉଛି ଏଭଳି ଏକ ଫଣ୍ଡ୍ ଯେଉଁଥିରେ ତିନି ପ୍ରକାର ସଂପତି ବର୍ଗରେ...

Read moreDetails

ଜାଇଡସ୍ ପକ୍ଷରୁ ଜାଇକଭ୍‌-ଡିର ଜରୁରୀକାଳୀନ ବ୍ୟବହାର ଲାଗି ଡିସିଜିଆଇର ଅନୁମତି ହାସଲ

ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ମଙ୍ଗଳବାର )ଭୁୁବନେଶ୍ୱର :- ଜାଇଡସ୍ କାଡିଲା ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ କୋଭିଡ୍‌-୧୯ ଟିକା ଜାଇକଭ୍‌-ଡିକୁ ଡ୍ରଗ କଂଟ୍ରୋଲର...

Read moreDetails
Page 89 of 126 1 88 89 90 126
  • Trending
  • Comments
  • Latest

Recent News