ଓଡ଼ିଶାରେ ୨୧,୮୪,୮୪୧ ଟି ନମୁନା ପରୀକ୍ଷା କରାଯାଇଛି ;୧,୩୧,୩୮୨ ଜଣ ପଜିଟିଭ୍ ଚିହ୍ନଟ ; ୧,୦୨,୧୮୫ ଜଣ ସୁସ୍ଥ ୫୬୯ ଜଣ ମୃତ
ଓଡ଼ିଶା ତାଜା ନ୍ୟୁଜ (୮ ସେପ୍ଟେମ୍ବର ମଙ୍ଗଳବାର) ଭୁବନେଶ୍ୱର :- ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା - ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨୧,୮୪,୮୪୧ ଟି ନମୁନା କୋଭିଡ୍-୧୯ ପରୀକ୍ଷା...
Read moreDetails







