ଓଡ଼ିଶାରେ ୩,୦୨,୭୯୩ ଜଣ ପଜିଟିଭ୍ ଚିହ୍ନଟ । ୨,୮୮,୧୬୮ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ,୧୪୪୧ ଜଣ କୋଭିଡ୍-୧୯ ରୋଗୀଙ୍କର ମୃତ୍ୟୁ
ଓଡିଶା ତାଜା ନ୍ୟୁଜ୍ (୯ନଭେମ୍ବର ,ସୋମବାର ) ଭୁବନେଶ୍ୱର :- ସ୍ୱାସ୍ଥ୍ୟ ସୂଚନା ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୪୯,୮୪,୫୫୦ ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛି...
Read moreDetails







