ଗଜପତି ଜିଲ୍ଲା ; ତଣ୍ଡରଙ୍ଗ ଗ୍ରାମ ନିକଟରେ ୭୭.୦୭୬ ଏକର ଜମିରୁ ୧.୫୪.୧୫୨ଟି ଗଞ୍ଜେଇ ଗଛ କୁ କାଟି ପୋଡି ନଷ୍ଟ କରାଯାଇଥିଲା l ଯାହାର ଆନୁମାନିକ ବଜାର ଦର ୧୫.୪୧ କୋଟି ହେବ
ଓଡ଼ିଶା ତାଜା ନ୍ୟୁଜ (୧୯ ଡିସେମ୍ବର ,ଶନିବାର ) ଗଜପତି :- ଗତ ୧୫ତାରିଖ ଦିନ ଗଜପତି ଜିଲ୍ଲାର ଅଡବା ଥାନା ଅଞ୍ଚଳରେ ୬୧ ଏକର ଜମିରେ...
Read moreDetails







