ଗଜପତି ଜିଲ୍ଲାର ଅବକାରୀ ପୋଲିସ , ରାଜସ୍ଵ ଓ ବନ ବିଭାଗର ମିଳିତ ଚଢଉ ; ୨୦କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ଜବତ

ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଅବକାରୀ, ପୋଲିସ,ରାଜସ୍ୱଓ ଅବକାରୀ ବିଭାଗର ମିଳିତ ଚଢ଼ଉ, ଗଜପତିଜିଲ୍ଲା ଆର.ଉଦୟଗିରି ବ୍ଳକ ଡାବାରଗୁଡ଼ା  ପଞ୍ଚାୟତର କଞ୍ଜା ମେରା ଗ୍ରାମ ନିକଟସ୍ଥ୧୦୨.୮୯ ଏକ ରଜଙ୍ଗ ଲଜମିରେ ଲାଗିଥିବା ୨ ଲକ୍ଷ ୫ ହଜାର ୭୮୦ ଗଞେଇ ଗଛକାଟି ନଷ୍ଟ କରିଥିବା ଆର.ଉଦୟଗିରି ଥାନା ଅଧିକାରୀ ଏକ ଲିଖିତ ପ୍ରେସ ଇସ୍ତାହାର ରେ ଜଣାଇଛନ୍ତି l

ଯାହାର ବଜାର ମୂଲ୍ୟ ୨୦କୋଟଙ୍କା ହେବ ଏହି ଘଟଣାରେ ଆର.ଉଦୟଗିରି ଥାନାରେ କେସନଂ୧୫୨,୧-୧୨-୨୦୨୧ରେ ୟୁ.ଏସ  ୨୦  l ଏନ ଡିପି ଏସ ଧାରାରେ  ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରୀ ରଖିଥିବା ଆର. ଉଦୟଗିରି ପୋଲିସ ଠାରୁ ପ୍ରକାଶ ।