ବାଲେଶ୍ଵର ର ପୂର୍ବତନ ବିଧାୟକ ଓ ଓଡିଶା ର ବରିଷ୍ଠ ନେତା – ଅରୁଣ ଦେ ଙ୍କ ଦେହାନ୍ତ

ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ସୋମବାର) ବାଲେଶ୍ଵର :- ବାଲେଶ୍ଵର ର ପୂର୍ବତନ ବିଧାୟକ ଓ ଓଡିଶା ର ବରିଷ୍ଠ ନେତା ଅରୁଣ ଦେ ଙ୍କ ଦେହାନ୍ତ ରେ ମୁଁ ଅତ୍ୟନ୍ତ ମର୍ମାହତ l ସେ ଓଡ଼ିଶାର ଜଣେ ଦୃଢ ଓ ସ୍ପଷ୍ଟବାଦୀ ନେତା ଥିଲେ l ଦୀର୍ଘଦିନ ଧରି ତାଙ୍କ ସହ ମିଶି କାର୍ଯ୍ୟ କରିବାର ସୁଯୋଗ ପାଇଥିଲି l

ଓଡିଶା ଜଣେ ଦକ୍ଷ ଓ ବଳିଷ୍ଠ ନେତା ଙ୍କୁ ହରାଇଲା l ତାଙ୍କର ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟ ଙ୍କ ପ୍ରତି ମୋର ସମବେଦନା ଜଣାଉଛି l (ଦୀପ୍ତିମାନ ପତି, ବାଲେଶ୍ୱର)