କେ.ସି କ୍ଲବର ୮୧ ତମ ପ୍ରତିଷ୍ଠା ଦିବସ ନିରାଡ଼ମ୍ବର ଭାବେ ପାଳିତ

ଓଡିଶା ତାଜା ନ୍ୟୁଜ୍ (୨୦ ଜୁଲାଇ ସୋମବାର) ନୟାଗଡ :- ନୟାଗଡ କେ. ସି କ୍ଲବର 81ତମ ପ୍ରତିଷ୍ଠା ଦିବସ କରୋନା ମହାମାରୀ ପରିପ୍ରେକ୍ଷୀରେ ଆବଶ୍ୟକ ସାମାଜିକ ଦୂରତ୍ୱ ମଧରେ ମାସ୍କ ପୂର୍ବକ ନିରାଡ଼ମ୍ବର ସହ ପ୍ରତୀକାତ୍ମକ ଭାବେ ପାଳିତ ହୋଇଯାଇଛି ।

ଏହି ଅବସରରେ କ୍ଲବ ପରିସରରେ ଥିବା ରାଜା କୃଷ୍ଣ ଚନ୍ଦ୍ର ମାନ୍ଧାତା ଙ୍କ ପ୍ରତିମୂର୍ତୀରେ କିଷାନ ଦାସ , ପ୍ରଭାତ ସାହୁ , ନିଶିକାନ୍ତ ମହାନ୍ତିଙ୍କ ସମେତ ଉପସ୍ଥିତ ସଭ୍ୟ ମାନେ ମାଲ୍ୟାର୍ପଣ କରିବା ସହ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ କରିଥିଲେ । ( ରିପୋର୍ଟ – ରାମ କୃଷ୍ଣ ରଥ )