ନୟାଗଡ ଜିଲ୍ଲାବାସୀଙ୍କୁ ନୟାଗଡ ଜିଲ୍ଲାପାଳଙ୍କ ଅନୁରୋଧ

ଓଡିଶା ତାଜା ନ୍ୟୁଜ୍ (୦୨ ଜୁଲାଇ ଗୁରୁବାର ) ନୟାଗଡ଼ :- ଯଦି କୌଣସି ବ୍ୟକ୍ତିଙ୍କୁ ଥଣ୍ଡା,କାଶ, ଜ୍ଵର ହୁଏ କିମ୍ଵା ଶ୍ଵାସ କ୍ରିୟାରେ କଷ୍ଟ ଅନୁଭବ ଭଳି ଲକ୍ଷଣ ଦେଖାଦିଏ ତେବେ ସେ ଯଥାଶୀଘ୍ର ନିକଟସ୍ଥ ଆଶାକର୍ମୀ/ଅଙ୍ଗନବାଡ଼ି କର୍ମୀଙ୍କୁ ଯୋଗାଯୋଗ କରନ୍ତୁ କିମ୍ବା ଜିଲ୍ଲା କରୋନା ଲକ୍ଷଣ ସହାୟତା କେନ୍ଦ୍ରକୁ ନିମ୍ନ ଲିଖିତ ଦୁରଭାଷ ମାଧ୍ୟମରେ ଯୋଗାଯୋଗ କରିବାକୁ ଜିଲ୍ଲାପାଳ ଡା. ପୋମା ଟୁଡୁ ଅନୁରୋଧ କରିଛନ୍ତି।
ଦୁରଭାଷ ନଂ-୦୬୭୫୩-୨୫୩୩୯୨
ମୋ-୬୩୭୧୯୨୪୧୦୨ (ରିପୋର୍ଟ ରାମକୃଷ୍ଣ ରଥ )