ଓଡ଼ିଶାରେ ୩,୧୪,୯୮୭ ଟି ନମୁନା ପରୀକ୍ଷା କରାଯାଇଛି । ୧୧,୨୦୧ ଜଣ ପଜିଟିଭ୍ ଚିହ୍ନଟ,୭୪୦୭ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ , ୫୨ ଜଣ ରୋଗୀଙ୍କର ମୃତ୍ୟୁ
ଓଡିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଗୁରୁବାର ) ଭୁବନେଶ୍ୱର :- ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା - କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ଏକ ଉଲ୍ଲେଖନୀୟ...
Read moreDetails







