ନୟାଗଡ଼ ନିଉଜ୍

ଜାକେଡା ପଞ୍ଚାୟତ ରେ ପ୍ରଭାତି ମଳିକ ଓ ସୁମିତ୍ରା ଜାନୀ ଙ୍କ ବାଜିମାତ

ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଥିବା ୨୨ ଟି ପଞ୍ଚାୟତ ମଧ୍ୟରେ ଆଦିବାସୀ...

Read more

ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଥମ ଦିନରେ ନାମାଙ୍କନ ଦାଖଲ ହୋଇନାହିଁ – ଅଧକ୍ଷ ପଦ ପାଇଁ ୫ ନାମାଙ୍କନ ପତ୍ର ଓ କାଉନସିଲର ପାଇଁ ୧୦ ନାମାଙ୍କନ ପତ୍ର ବିକ୍ରୟ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ମାର୍ଚ୍ଚ ବୁଧବାର ) ରଣପୁର :- ପୌର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପରେ ନୟାଗଡ଼ ଜିଲା ରଣପୁର । ବିଜ୍ଞାପିତ ଅଞ୍ଚଳ...

Read more

ଓଡ଼ଗାଁ ବ୍ଲକ୍‌ରେ ଫଳାଫଳ ପ୍ରକାଶ ପାଇବା ପରେ ବ୍ଲକ୍ ଅଧ୍ୟକ୍ଷ ଦୈୖାଡ଼ରେ ଦୁଇଜଣ – ହେଭିେୱେଟ ନେତା ବିଜେଡ଼ିର ଲୋକନାଥ ସାହୁ/ ବିଜେପିର ସନ୍ୟାସୀ ପ୍ରଧାନ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ମାର୍ଚ୍ଚ ବୁଧବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ୍‌ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମ ଆରମ୍ଭ...

Read more

ଜାକେଡା ସମିତି ସଭ୍ୟା ପ୍ରାର୍ଥୀନୀ ଙ୍କ ଜୋରଦାର ପ୍ରଚାର

ଓଡ଼ିଶା ତାଜା ନ୍ୟୁଜ୍ (୦୧ ମାର୍ଚ୍ଚ ମଙ୍ଗଳବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ରେ ସମିତି ସଭ୍ୟା ପ୍ରାର୍ଥୀନୀ ପ୍ରଭାତି...

Read more

ଓଡ଼ଗାଁ ବ୍ଲକ୍ ୧ନଂ ଓ ୨ନଂ ଜିଲ୍ଲା ପରିଷଦ ଜୋନ – ବିଜେଡ଼ିର ଜିତାପଟ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଫେବ୍ରୁଆରୀ ସୋମବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ୍ ୧ନଂ ଓ ୨ନଂ ଜିଲ୍ଲା ପରିଷଦ ଜୋନ୍ରେ ବିଜେଡ଼ି ଜିତାପଟ କରିଛି...

Read more

ରଣପୁର ୨୧ ନମ୍ବର ଜୋନରେ ବିଜେଡିର ପ୍ରାର୍ଥୀନୀ ରଜନୀରାଣୀ ପଟ୍ଟନାୟକ ବିଜେପି ପ୍ରାର୍ଥୀନୀ ଙ୍କୁ ୨,୯୦୭ ଭୋଟରେ ହରାଇ – ବିଜୟୀ ହୋଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଫେବ୍ରୁଆରୀ ରବିବାର) ଭୁବନେଶ୍ୱର :- ରଣପୁର , ଗତ କାଲି ରଣପୁର ୨୧ ନମ୍ବର ଜୋନରେ ସରିଛି ଭୋଟ ଗଣତି ।...

Read more

ସବୁଠି ଗୋଟିଏ ଚର୍ଚ୍ଚା : ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ କିଏ ଜିତିବ ଆଉ କିଏ ହାରିବ ; ଚାଲିଛି ଗାଁ ଗାଁ ରେ ଅଙ୍କ କଷା

ଓଡ଼ିଶା ତାଜା ନ୍ୟୁଜ୍ (୨୫ ଫେବ୍ରୁଆରୀ ଶୁକ୍ରବାର ) ରଣପୁର : – ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀରେ ଓଡ଼ଗାଁ , ରଣପୁର ୨ଟି ବ୍ଲକ୍...

Read more

ରଣପୁର ବ୍ଲକ ରାଜଜଙ୍କିଆ ର ମୃତ୍ୟୁ ମାମଲା କୁ ନେଇ : ୫୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଛି – ଚାନ୍ଦପୁର ପୋଲିସ 

ଓଡ଼ିଶା ତାଜା ନ୍ୟୁଜ୍ (୨୫ ଫେବ୍ରୁଆରୀ ଶୁକ୍ରବାର ) ରଣପୁର : - ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ମୟୂରଝାଲିଆ ଗ୍ରାମ ର  ମାଙ୍କଡା ପଥରଖଣି ପଛପଟୁ...

Read more

ଅଧ୍ୟକ୍ଷା ଆସନ ହାତେଇବାକୁ ବିଜେଡି ର ଦୁଇ ଦଳ ମଧ୍ୟରେ ଚାଲିଛି ଜୋରଦାର ଲଢେ଼ଇ ; ଅଜ୍ଞାତବାସରେ ସମିତିସଭ୍ୟ ପ୍ରାର୍ଥୀ

ଓଡ଼ିଶା ତାଜା ନ୍ୟୁଜ୍ (୨୪ ଫେବ୍ରୁଆରୀ ଗୁରୁବାର ) ଦଶପଲ୍ଲା :- ଅଧିକାଂଶ ସାମ୍ଭାବ୍ୟ ବିଜୟୀ ପ୍ରାର୍ଥୀ ଏବେ ଅଜ୍ଞାତବାସ ରେ .. ଅଧ୍ୟକ୍ଷା ପଦ କୁ...

Read more
Page 153 of 320 1 152 153 154 320
  • Trending
  • Comments
  • Latest

Recent News