ଓଡ଼ିଶା

ସ୍ମିତାରାଣୀ ରହସ୍ୟର ତଦନ୍ତ ଦାବିରେ ରାଜଭବନ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା

ଭୁବନେଶ୍ୱର() ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଏଲ୍ଡବ୍ଲୁ୍ୟ ସ୍ମିତାରାଣୀ ବିଶ୍ୱାଳ ମୃତୁ୍ୟ ରହସ୍ୟର ସିବିଆଇ ତଦନ୍ତ ଦାବିରେ ଆଜି ରାଜଭବନ ସମ୍ମୁଖରେ ଧାରଣା...

Read more

ରାତିଦିନ ଗୋଟିଏ କରି ଦେଇଛନ୍ତି ବିଧାୟକ ସତ୍ୟନାରାୟଣ

ରଣପୁର( ଓଡିଶା ତାଜା ନ୍ୟୁଜ) ରଣପୁର ନିର୍ବାଚନ ମଣ୍ଡଳିରେ ଏବେ ବିଜେଡିର ବିଧାୟକ ସତ୍ୟନାରାୟଣ ପ୍ରଧାନ ବିଜେଡିର ସକି୍ରୟ ମେମ୍ବର କରିବା ପାଇଁ ରାତିଦିନ ଗୋଟିଏ କରି...

Read more

ରାତିରେ ରଣପୁରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି

ରଣପୁର(ଓଡିଶା ତାଜା ନ୍ୟୁଜ) ବୁଧବାର ବିଳମ୍ବିତ ରାତ୍ର ୨ ଟାରେ ରଣପୁରସ୍ଥ ଅମଲାପଡା ର ମନୋରଞ୍ଜନ ଦାସ କଙ୍କିଆ ଗ୍ରାମକୁ ଯାଇଥିଲା ବେଳେ ତାଙ୍କ ଘରେ ଚୋରମାନେ...

Read more

ଶିଶୁ କଲ୍ୟାଣ ପ୍ରତିଷ୍ଠାନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ

ଭୁବନେଶ୍ୱର(ଓଡିଶା ତାଜା ନ୍ୟୁଜ) ରାଜ୍ୟର ଶିଶୁସେବା ଅନୁଷ୍ଠାନ ଗୁଡିକର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଶିଶୁ ମାନଙ୍କ ମଙ୍ଗଳ ପାଇଁ ରେଡକ୍ରସ...

Read more

ଆଇଏଏସ ଅଧିକାରୀଙ୍କୁ ହସ୍ପିଟାଲ ଦାୟିତ୍ୱ

ଭୁବନେଶ୍ୱର(ଓଡିଶା ତାଜା ନ୍ୟୁଜ) ହସ୍ପିଟାଲ ଓ ମେଡିକାଲ କଲେଜର ପ୍ରଦର୍ଶନରେ କିଭଳି ଉନ୍ନତି ଆସିପାରିବ ସେଥିପାଇଁ ଆଜି ବରିଷ୍ଠ ଆଇଏଏସ ଅଫିସରଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର...

Read more

ରଣପୁରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ରଣପୁର(ଓଡିଶା ତାଜା ନ୍ୟୁଜ) ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଜେଡି ଆରମ୍ଭ କରିଥିବା ଜନ ସଂପର୍କ ଆସନ୍ତାକାଲି ଶେଷ ହେବ । ଆଜି ରଣପୁର ନିର୍ବାଚନ ମଣ୍ଡଳୀର...

Read more

ମନ୍ତ୍ରୀଙ୍କ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟକୁ ଅଚାନକ ଗସ୍ତ

(ଓଡିଶା ତାଜା ନ୍ୟୁଜ) କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ନେତା ମନ୍ତ୍ରୀଙ୍କୁ କହିଥିଲେ ସାଧରଣ ଜୀବନ ଯାପନ କରିବା ସହ ଲୋକଙ୍କ...

Read more

ଓଡଗାଁରେ ବିପୁଳ ଜନ ସମର୍ଥନ ସହ ବିଜେଡିର ପଦଯାତ୍ରା

(ଓଡିଶା ତାଜା ନ୍ୟୁଜ)ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଜେଡି ଆରମ୍ଭ କରିଥିବା ଜନ ସଂପର୍କ ଆସନ୍ତାକାଲି ଶେଷ ହେବ । ଏହି କ୍ରମରେ ଆଜି ଓଡଗାଁର ରଘୁନାଥ...

Read more

ବିଜେପି ନେତା ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି: ସୁଲତା

ଭୁବନେଶ୍ୱର(ଓଡିଶା ତାଜା ନ୍ୟୁଜ) ବିଜେପିର ମିଛ ଅପପ୍ରଚାରକୁ ବିଜେଡି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓଙ୍କ କଡ଼ା ସମାଲୋଚନା କରିଛନ୍ତି । ଆଜି ସୁଲତା ଟ୍ୱିଟ ଯୋଗେ ଲେଖିଛନ୍ତି...

Read more

ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ମିନି ମାରାଥନ

ଭୁବନେଶ୍ୱର(ଓଡିଶା ତାଜା ନ୍ୟୁଜ) ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଓ ରାଜ୍ୟ ପିପର୍ଯ୍ୟୟ ପ୍ରସ୍ତୁତି ଅବସରରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ କି୍ରଡା ଯୁବ...

Read more
Page 1335 of 1343 1 1,334 1,335 1,336 1,343
  • Trending
  • Comments
  • Latest

Recent News