ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଓଡ଼ିଶା ତାଜା ନ୍ୟୁଜ (୫ ଅଗଷ୍ଟ ଶୁକ୍ରବାର) ପଡିଆ :- ଗୋଟିଏ ଗଛ କୋଟିଏ ଜୀବନ ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରି ଜିଲ୍ଲା ଯୁବ ବିଜେଡ଼ି ସଭାପତି ଆଡ଼ମା ରାବାଙ୍କ ନେତୃତ୍ଵରେ ଅଜି ପଡିଆ ବ୍ଲକର ପଡିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ପଡିଆ ପଞ୍ଚାୟତ ସରପଞ୍ଚ ଗଙ୍ଗା କାରାମ୍, ମାଟେରୁ ସରପଞ୍ଚ ଲଛମନ ମାଡକାମୀ, ୱାର୍ଡ ମେମ୍ବର ସୁନୀତା ମଣ୍ଡଳ,

ମାଧୁରୀ ଢ଼ାଳି, ଜୟନ୍ତୀ ବେଟି, କୁମାରୀ ଦରବାର, ଏସ୍. ଭେଙ୍କେଟେଶ୍ୱର୍ ରାଓ, ପୌର ପରିଷଦ ଛାତ୍ର ସଭାପତି ଏ.ରାଜୁ ରାଓ, ଯୁବ ଜନତା ଦଳ ମିଡ଼ିଆ ସଂଜୋଯକ ମନୋଜ ପଟ୍ଟନାୟକ, ଟୋକେଲ୍ ତେବେନ୍, ହରିଦାସ ମଣ୍ଡଳ, ମୋଟୁମ ରାମା, ସୋମନାଥ ମାଡକାମୀ, ପଡିଆ ବ୍ଲକର ବରିଷ୍ଠ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା ପ୍ରମୁଖ ଯୋଗଦାନ ଦେଇଥିଲେ ।