ସିଲଭରସିଟି ଇଣ୍ଟରନ୍ଯାସନାଲ ଫିଲ୍ମ ଫେଷ୍ଟିଭାଲ – ୨୦୨୧ର ପୁରସ୍କାର ଘୋଷଣା

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ନଭେମ୍ବର , ସୋମବାର ) କଟକ :- ନବକିଶୋର ଦାସ କ୍ରିଏସନ୍ , ମଙ୍ଗଳାବାଗ କଟକ ଦ୍ଵାରା ଆୟୋଜିତ ସିଲଭରସିଟି ଇଣ୍ଟରନ୍ଯାସନାଲ ଫିଲ୍ମ ଫେଷ୍ଟିଭଲ ୨୦୨୧ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇ ଫଳାଫଳ ଘୋସଣା କରା ଯାଇଛି । ଏହି ଉତ୍ସବରେ କ୍ଷ୍ୟୁଦ୍ର ଚଳଚ୍ଚିତ୍ର , ମ୍ଯୁଜିକ ଭିଡିଓ ଓ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ଭାଗ ନେଇଥିଲେ l ପୁରସ୍କାର ବାବଦରେ ଟ୍ରଫି ଓ ଡିଜିଟାଲ ପ୍ରମାଣ ପତ୍ର ଡାକ ମାଧ୍ଯମରେ ପ୍ରଦାନ କରାଯିବ l

ପୁରସ୍କାର ପାଇଥିବା ବ୍ଯକ୍ତି ଓ ଚଳଚିତ୍ର ମାନେ ହେଲେ , ଚଳଚ୍ଚିତ୍ର,- ଯାହା ମୁଁ କରିଛି ତାହା ମୁଁ ପାଇଛି , ନିରଥକ୍ , ମୂଷିକ ଭିଡିଓ – ତନୁ , ୱିନଟର ଗ୍ରୀ ନ , ହ୍ରୁଦୟ ମ୍ୱାରି , ସାଧବ ବୋହୁ , ହିରୋ , ଡକ୍ଯୁମେଣ୍ଟାରୀ – ବାବା ଭୂଷଣ୍ଡେଶ୍ବର , ପ୍ରାଚୀନ ରାଜଧାନୀ ଚୌଦ୍ଵାରା । ସ୍ରେଷ୍ଠ ଅଭିନେତା – ବ୍ରଜ ସିଂହ , ଅନୁପ ସାହା , ରାଗେସ ନମ୍ବୀର, ଶ୍ରେଷ୍ଠ ନିର୍ଦ୍ଦେସକ – ସମ୍ପଦ ବଡୁ , ନିବେଦନ । ଶ୍ରେଷ୍ଠ ଚିତ୍ରନାଟ୍ୟ- ସାଇ ସିଦ୍ଧାନ୍ତ ମିଶ୍ର , ବ୍ରଜ ସିଂହ ।

କ୍ୟାମେରା – ନବୀନ ଯାଦବ , ରଶ୍ମି ରଞ୍ଜନ, ଶ୍ରେଷ୍ଠ ଅଭିନେତ୍ରୀ – ଦେବଶ୍ରୀ , ବର୍ଷା । ଶ୍ରେଷ୍ଠ ଶିଶୁ କଳାକାର – ସାଇ ଅନ୍ସୁଷ୍କା ମହାରଣା ଶ୍ରେଷ୍ଠ ସାମାଜିକ ଚଳଚ୍ଚିତ୍ର – ଚେଙ୍କ , ନିରର୍ଥକ । ଶ୍ରେଷ୍ଠ ଏଡିଟିଙ୍ଗ – ଜନ୍ମେଞ୍ଜୟ ସାମଲ ,ମୁନା ମୋଦି । ଶ୍ରେଷ୍ଠ ପ୍ରଚ୍ଛଦ ସଙ୍ଗୀତ – ରତିକାନ୍ତ ବାରିକ , ମୁନl ମହାନ୍ତି । ଜୁରି ସମ୍ମାନ – ପୁରୋଷୋତ୍ତମ୍ ନାୟକ । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ – ସାୟୋଜ ବାଳକୃଷ୍ଣ ,ଅଂଶୁମାନ ନନ୍ଦୀ । ଶ୍ରେଷ୍ଠ ଗାୟକ – ପ୍ରମୋଦ ପୂମାଂଲମ୍ ରାହୁଲ ଦାସ ।

ଶ୍ରେଷ୍ଠ ଗୀତିକାର – ଜ୍ୟୋତି ସାବିତ୍ରୀ ,ପୁଷ୍ପକ ପରିଡ଼ା , ଜୁରୀ ପୁରସ୍କାର – ମାନସ କୁମାର , ହ୍ଯୁମାନ୍ ସାଗର , ବିଭୂତି ଭୂଷଣ ଭାରତ , ରାଜେଶ ରାଜ , ତ୍ରିନାଥ , ସଂଜ୍ଞା ପାଢ଼ୀ । ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ନାଟ୍ୟକାର ନବକିଶୋର ଦାସ ଅଧ୍ୟକ୍ଷତା କରିଥିବାବେଳେ ସହାୟତା କରିଥିଲେ ସତ୍ୟଜିତ ପାଣି , ଡାକ୍ତର ସତ୍ୟ ଦାସ , ବିଭୂତି ଭୂଷଣ ଭାରତ , ରାଜଲକ୍ଷ୍ମୀ ଦାସ ,ରୁଦ୍ର ମହାପାତ୍ର , ବ୍ରଜ ନନ୍ଦ ଏବଂ ବିଭୂତି ମହାରଣା ।