ବିଶ୍ୱ ଓଡିଶା ସମାଜ ତରଫରୁ : ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର ଓ ପ୍ରଯୋଜକ ଚୋଳଗଙ୍ଗ ଦେବ ମହାପାତ୍ର ଙ୍କୁ ଭୁବନେଶ୍ୱର ଠାରେ ସମ୍ବର୍ଧନା

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ଭୁବନେଶ୍ୱର :- ବିଶ୍ୱ ଓଡିଶା ସମାଜ ତରଫରୁ ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର ଓ ପ୍ରଯୋଜକ ଚୋଳଗଙ୍ଗ ଦେବ ମହାପାତ୍ର ଙ୍କୁ ଭୁବନେଶ୍ୱର ଠାରେ ସମ୍ବର୍ଧନା ପ୍ରଦାନ କରୁଛନ୍ତି

Chairman Of World Odisha Society Kishore Dwibedi Is Felicitating National Award Winner Film Director Sabyasachi Mohapatra And Producer Cholaganga Deb Mohapatra In Bhubaneswar