ଜଟଣୀ ବାର୍ ଆସୋସିସନର ନବ ନିର୍ବାଚିତ କର୍ମକର୍ତ୍ତା

ସଭାପତି ନିରଞ୍ଜନ ପଣ୍ଡା

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଜଟଣୀ ବାର୍ ଆସୋସିଏସନର ୨୦୨୩/୨୪ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବ ନିର୍ବାଚିତ ସମସ୍ତ ପଦାଧିକାରି ଅପ୍ରତୀ ଦ୍ୱନ୍ଦି ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଅକ୍ଷାଂଶୁ ନାୟକ ସୂଚନା ଦେଇଛନ୍ତି ।ଫଟୋରେ ବାମରୁ- କାର୍ଯନିର୍ବାହୀ ସଦସ୍ୟ ହର ପ୍ରସାଦ ବରାଳ,ସହ ସମ୍ପାଦକ ଭି ନବୀନ କୁମାର,ସମ୍ପାଦକ ବିଜୟ ମହାପାତ୍ର,ସଭାପତି ନିରଞ୍ଜନ ପଣ୍ଡା,ଉପ ସଭାପତି ପ୍ରଦୀପ ଜେନା ଓ କୋସାଧକ୍ଷ ମାନସ ରଞ୍ଜନ ସୁବୁଦ୍ଧି ।