• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଅଟିଜିମ୍ ଚିହ୍ନଟ ଓ ନିରୋଧୀ ଅଭିଯାନ

Abhimanyu Maharana by Abhimanyu Maharana
March 18, 2023
in ଓଡ଼ିଶା, ହୋମ୍
0
ଟିପିଏସ୍‌ଓଡିଏଲ୍ ପକ୍ଷରୁ ଅଟିଜିମ୍ ଚିହ୍ନଟ ଓ ନିରୋଧୀ ଅଭିଯାନ
Share on FacebookShare on TwitterWhatsapp

୧୭ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର/ବ୍ରହ୍ମପୁର :- ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଏହାର ପେ’ ଅଟେନ୍‌ସନ୍ ଅଭିଯାନ ଅଧୀନରେ ଅଟିଜିମ୍‌ର ଆଗୁଆ ଚିହ୍ନଟ ଓ ଯତ୍ନ ଉପରେ ଦୁଇ ଦିନିଆ କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ଚାରିଟି ଅଧିବେଶନରେ ଅଙ୍ଗନବାଡ଼ି କର୍ମୀ (ଏଡବ୍ଳୁଡବ୍ଲୁ), ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ (ଆଶା) ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ର ୨୧୫ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ । ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ), ଶିଶୁ ବିକାଶ ଅଧିକାରୀ (ସିପିଡିଓ), ବିପିଏମ୍‌-ଓଡ଼ିଶା ଜୀବିକା ମିସନ, ବିଏଲ୍‌ସି-ମିଶନ ଶକ୍ତି ଭଳି ସରକାରୀ ଅନୁଷ୍ଠାନ/ କାର୍ଯ୍ୟାଳୟ ଓ କେରଳ ଭିତିକ ଏନ୍‌ଜିଓ ସିଏଡିଆର୍‌ଆର୍‌ଇ (ସେ’ର ଫର ଅଟିଜିମ୍ ଆଣ୍ଡ୍‌ ଅଦର ଡିଜାବିଲିଟିଜ୍ ଆଣ୍ଡ୍ ରିହାବିଲିଟେସନ୍ ରିସର୍ଚ୍ଚ ଆଣ୍ଡ୍‌ ଏଜୁକେସନ)ର ବିଶେଷଜ୍ଞ ପ୍ରଶିକ୍ଷଣ ପ୍ରଦାନକାରୀଙ୍କ ସହଯୋଗରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା ।ସଚେତନତା ବଢ଼ାଇ ଅଟିଜିମ୍‌ରେ ପୀଡ଼ିତ ଶିଶୁଙ୍କ ପ୍ରାଥମିକ ଥେରାପିଷ୍ଟ୍ ହେବା ପାଇଁ ଅଭିଭାବକ ଓ ଯତ୍ନ ପ୍ରଦାନକାରୀମାନଙ୍କୁ ସଶକ୍ତ କରିବା ଏବଂ ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସ୍‌ଅର୍ଡର (ଏଏସ୍‌ଡି)କୁ ଭଲ ଭାବେ ବୁଝାଇବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏଏସ୍‌ଡି ହେଉଛି ଏକ ସ୍ନାୟୁ-ବିକାଶ ଜନିତ ବ୍ୟାଧି ଯାହାର ଗମ୍ଭୀରତା ସ୍ତର ବିଭିନ୍ନ ପ୍ରକାରର ଯେଉଁଥିରେ ସାମାଜିକ ଭାବ ବିନିମୟ, ଯୋଗାଯୋଗ କିମ୍ବା ବ୍ୟବହାରରେ ବାରମ୍ବାରତା ଧାରା ଭଳି ଆହ୍ୱାନ ଦେଖାଦେଇଥାଏ ଯାହା ଶିଶୁ ଅବସ୍ଥାରୁ ଜଣାପଡ଼ିଥାଏ ଏବଂ ବ୍ୟକ୍ତିଙ୍କ ଜୀବନବ୍ୟାପୀ ତାହାର ପ୍ରଭାବ ରହିଥାଏ । ଅଟିଜିମ୍‌ରେ ପୀଡ଼ିତ ଶିଶୁ ଓ ଯୁବାବସ୍ଥାର ପିଲାମାନଙ୍କ ପ୍ରତି ଆଗୁଆ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମଚାରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଏନ୍‌ଜିଓ ଓ ସାମାଜିକ କର୍ମୀଙ୍କୁ ପ୍ରାଥମିକ ଚିହ୍ନଟକାରୀ ଏବଂ ସହାୟକ ଚାମ୍ପିଆନ୍‌ରେ ରୂପାନ୍ତରିତ କରିବା ଏହି ଅଭିଯାନର ଲକ୍ଷ୍ୟ ଥିଲା ।

ଟାଟା ପାୱାରର ମୂଳ ଉଦ୍ଦେଶ୍ୟ ‘ଯତ୍ନର ସହ ସଶକ୍ତ କରିବା’ ଉପରେ ଏହି ପ୍ରକଳ୍ପକୁ ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ଅଟିଜିମ୍‌ରେ ପୀଡ଼ିତ ଲୋକମାନଙ୍କୁ ମେଌକ୍ଷଗ୍ଧ;ରିଂ ସହାୟତା, ଦକ୍ଷତା ଓ ଅର୍ଥପୂର୍ଣ୍ଣ ଜୀବନଜୀବିକା ପ୍ରଦାନ କରିବାରେ ସକ୍ଷମ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ଅଭିଯାନକୁ ପ୍ରଶଂସା କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି ଯେ, “ଅଟିଜିମ୍‌ରେ ପୀଡ଼ିତ ଶିଶୁ ଓ ଯୁବାବସ୍ଥାର ପିଲାମାନଙ୍କ ପାଇଁ ଅଭିଭାବକ, ଯତ୍ନ ପ୍ରଦାନକାରୀ ଓ କର୍ମଚାରୀମାନଙ୍କୁ ପ୍ରାଥମିକ ସହାୟକ ଚାମ୍ପିଆନ୍‌ରେ ପରିଣତ କରିବା ହେଉଛି ଆମର ଲକ୍ଷ୍ୟ । ଯତ୍ନର ସହିତ ଲୋକମାନଙ୍କୁ ସଶକ୍ତ କରିବା ଏବଂ ଏକ ଅଧିକ ଅନ୍ତର୍ଭୁକ୍ତୀକରଣ ଦୁନିଆ ସୃଷ୍ଟି କରିବା ଲାଗି ଆମର ରହିଥିବା ଲକ୍ଷ୍ୟ ଅନୁସାରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । ସରକାରୀ ଅନୁଷ୍ଠାନ ଏବଂ ଏନ୍‌ଜିଓ ସିଏଡିଆର୍‌ଆର୍‌ଇ ସହିତ ସହଯୋଗିତା ୨୧୫ରୁ ଅଧିକ ଅଂଶଗ୍ରହଣକାରୀମାନଙ୍କୁ ସକ୍ଷମ କରିଛି । ଦିବ୍ୟାଙ୍ଗ ଜନମାନଙ୍କର ଦକ୍ଷତା ଗଠନ, ମେଟରିଂ ସହାୟତା ଓ ଅର୍ଥପୂର୍ଣ୍ଣ ଜୀବନଜୀବିକା ପାଇଁ ଆମେ ପ୍ରତିବଦ୍ଧ ରହିଛୁ ।’’

Abhimanyu Maharana

Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

February 24, 2020
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

0
ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

0
ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

0
ଅଡାଳିଆ ଗ୍ରାମରେ ଅଷ୍ଟମ ବାର୍ଷିକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

ଅଡାଳିଆ ଗ୍ରାମରେ ଅଷ୍ଟମ ବାର୍ଷିକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

March 31, 2023
ଭବାନୀପାଟଣା ବାଲାଜୀ ବିହାର ସରସ୍ଵତୀ ଶିଶୁ ମନ୍ଦିରରେ ଶ୍ରୀ ରାମ ନବମୀ ପାଳିତ

ଭବାନୀପାଟଣା ବାଲାଜୀ ବିହାର ସରସ୍ଵତୀ ଶିଶୁ ମନ୍ଦିରରେ ଶ୍ରୀ ରାମ ନବମୀ ପାଳିତ

March 31, 2023
ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ : ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ : ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

March 31, 2023
ବାଲିଗୁଡାରେ ଶ୍ରୀରାମ ନବମୀ ପାଳିତ : କୁନିକୁନି କଳାକାର ମାନଙ୍କୁ ନେଇ ଶୋଭାଯାତ୍ରା

ବାଲିଗୁଡାରେ ଶ୍ରୀରାମ ନବମୀ ପାଳିତ : କୁନିକୁନି କଳାକାର ମାନଙ୍କୁ ନେଇ ଶୋଭାଯାତ୍ରା

March 31, 2023

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅଡାଳିଆ ଗ୍ରାମରେ ଅଷ୍ଟମ ବାର୍ଷିକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

ଅଡାଳିଆ ଗ୍ରାମରେ ଅଷ୍ଟମ ବାର୍ଷିକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

March 31, 2023
ଭବାନୀପାଟଣା ବାଲାଜୀ ବିହାର ସରସ୍ଵତୀ ଶିଶୁ ମନ୍ଦିରରେ ଶ୍ରୀ ରାମ ନବମୀ ପାଳିତ

ଭବାନୀପାଟଣା ବାଲାଜୀ ବିହାର ସରସ୍ଵତୀ ଶିଶୁ ମନ୍ଦିରରେ ଶ୍ରୀ ରାମ ନବମୀ ପାଳିତ

March 31, 2023
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.