ଖବର ପ୍ରସାରଣ ପରେ ମେଣ୍ଟା କୁ ସରକାରୀ ସହାୟତା ପ୍ରଦାନ

ଆଜିର କାର୍ଯ୍ୟକ୍ରମ ରେ ମୋହନା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଞ୍ଜୀବ ଶବର ଙ୍କ ନେତୃତ୍ୟରେ ଶତାଧିକ ନେତା ଓ କର୍ମୀ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦସହ ବିକ୍ଷୋଭ କରିଥିଲେ । ବିଜେଡି ନେତା ଭାସ୍କର ସାହୁ, ବିଳାସ ନାୟକ, ପ୍ରକାଶ ନାୟକଙ୍କ ସମେତ ଅନେକ ଦଳୀୟ ନେତା, କର୍ମୀ ଓ ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଏହାର ପ୍ରଭାବ ନିଶ୍ଚୟ କେନ୍ଦ୍ର ସରକାର ଉପରେ ପଡିବ ବୋଲି କହିଛନ୍ତି ସ୍ଥାନୀୟ ନେତାମାନେ ।
Related Content
ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
by
Proprietor Abhimanyu Maharana
October 14, 2026
ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ
by
Proprietor Abhimanyu Maharana
October 14, 2026
ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା
by
Proprietor Abhimanyu Maharana
October 14, 2026
ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ
by
Proprietor Abhimanyu Maharana
October 14, 2026
ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା
by
Proprietor Abhimanyu Maharana
October 14, 2026
ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ
by
Proprietor Abhimanyu Maharana
October 14, 2026