୧୩ ଫେବୃଆରୀ ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଗଜପତି – ଗ୍ରାମାଞ୍ଚଳର ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରା,ଉଦୟଗିରି ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପରିନତ କରାଗଲା । ଗୋଷ୍ଠି ସ୍ବାସ୍ଥ୍ୟରେ ପରିନତ ହେବା ପରେ ମଧ୍ୟ କାମ ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଆହୁରି ଖରାପ ସ୍ତରରେ ରହିଛି । ଏହାର ଏହା ସୋୌଜଗ ନେଇ ଆଇସୟୁ ଡାକ୍ତର ଘରେ ଗୋଗି ସେବା ଚାଲଛି , ଏହି ଅଞ୍ଚଳର କ୍ବୁକ୍ ସଂଖ୍ୟା ବଢି ବଢି ଚାଲିଛି ଏବଂ ରୋଗି ସେବା କାର୍ଯ୍ୟ ଚାଲିଥିବାର ଦେଖିବାକୁ ମିଳୁଛି । ବହୁ ବର୍ଷ ପୂର୍ବେ ମାଓବାଦୀ ଆହତ ସିପାହୀଙ୍କୁ ଏଠାରେ ମୌଳିକ ଚିକିତ୍ସା ସୁବିଧା ମିଳିନଥିଲା । ସେହି ସମୟରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ମୁଖ୍ୟମନ୍ତୀ ସ୍ବର୍ଗତ ଜାନୀକୀ ପଟ୍ଟନାୟକ ଏଠାକୁ ଗ୍ରସ୍ତ କରି ମେଡିକାଲର ଅବସ୍ଥା ଦେଖିଥିଲେ । 
ସ୍ବାସ୍ଥ୍ୟକେନ୍ଦ୍ରର ସୁଧାର ଆଣିବାକୁ ନେଇ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ମାନ୍ୟତା ଦେଇଥିଲେ । ଏଠିରେ ଜଣେ ଭେଷକ, ଅସ୍ଥିଶଲ୍ୟ , ସ୍ତ୍ରୀ ପ୍ରସ୍ବତି ଓ ଶିଶୁ ରୋଗ ବିଶେଷଜ୍ଞା ଦେବା ପାଇଁ ସ୍ଥିର କରାଯାଇଥିଲା । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୧ଜଣ ଏମବିଏସ ଡାକ୍ତର , ଜଣେ ଆଇସିୟୁ ଡାକ୍ତର ପାଇଛନ୍ତି ଏହି ଡାକ୍ତର ମାନେ ପାଳିକରି ଡାକ୍ତରଖାନାକୁ ଆସି ରୋଗି ସେବା କରନ୍ତି । ଏଠାରେ ନିଯୁକ୍ତି ପାଇଥିବା ଆଇସିୟୁ ଡାକ୍ତର ଜଣେ ସେ ଏଠାରେ ସତାହକୁ ମାତ୍ର ୩ ରହନ୍ତି ଅନ୍ୟ ଦିନରେ ସେ ଗୁଣୁପୁରୁ ଆଞ୍ଚଳର ପଦ୍ମପୁର କିନିକି ରୋଗି ସେବାକରିକୁ ଚାଲିଯାଆନ୍ତି । ଯେଉଁ ୩ ରହନ୍ତ ମେଡିକଲରେ ରୋଗି ସେବା ବଦଳରେ ନିଜର ବାସଭବନରେ ରୋଗି ଚିକିତ୍ସା କରିବାରେ ଦିନ ବିତେଇ ଦିଅନ୍ତି । ଡାକ୍ତର ଘରେ ସୋମବାର ହେଲେ ରୋଗି ଯାତ୍ରା ଭଲିଆ ରୋଗି । ଏହି ସମସ୍ତ ବିଷୟ ଜିଲ୍ଲାର ସିଡିଏମ ଓ ମେଡିକଲ ଇନିଚାଜ ଜାଣି ଚୁପୁ ରହନ୍ତି । ଏହି ସ୍ବାସ୍ଥ୍ୟ ଉପରେ ଆର,ଉଦୟଗିରି ଓ ନୁଆଗଡ ୩୦ ହଜାର ଉର୍ଦ୍ବ ଲୋକେ ନିଭରକରନ୍ତି । ନିଯୁକ୍ତି ହୋଇଥିବା ଇନିଚାଜ ଅଧିକ ସମୟ ଅଫିସ କାର୍ଯ୍ୟ ଆଳା ଦେଖାଇ ଅନୁଉପସ୍ଥି ରହନ୍ତି । ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁୁଥିବା ରୋଗି ବାଧ୍ୟ ହୋଇ ଅଅଞ୍ଚଳରେ ଥିବା ଅଣ୍ଡର ମେଟିଗି କ୍ବକ୍ ଉପରେ ନିଭର ସିଳ କରନ୍ତି । ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ସରକାରୀ ଔଷଧକୁ ଏଠାରେ ଅବସ୍ଥାପିତ ଫାର୍ମଷ୍ଟି ମାନେ କ୍ବାକ୍କୁ ବିକ୍ରି କରଦିଅନ୍ତି । ସାମାନ୍ୟ ଜର ହେଲେ ମଧ୍ୟ ୩ ହଜାରରୁ ୫ ହଜାର ଟଙ୍କା ଔଷଧ ଲେଖନ୍ତି ।

