୧୨ ଫେବୃଆରୀ ରବିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ମୁଣ୍ଡୋମହୁଲ ଗ୍ରାମ ପଞ୍ଚାୟତ ରେ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତିଯୋଜନା ଓ ଜାତୀୟ ସହାୟତା କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରେ ମୁଖ୍ୟ ଅତିଥି ଭାବରେ ମୁଣ୍ଡୋମହୁଲ ସରପଞ୍ଚ ସୁଦର୍ଶନ ମହାନନ୍ଦ ଯୋଗ ଦେଇଥିଲେ ।
ଘୋଷଣା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତିଯୋଜନାରେ ହେଉଥିବା କାମ ଗୁଡ଼ିକ ର ତଦାରଖ କରି ଶ୍ରମିକ ମାନ ସହିତ ଆଲୋଚନା କରିଥିଲେ । ହେଉଥିବା କାମ ଗୁଡ଼ିକ ଠିକ୍ ଭାବରେ ହେଉଥିବା କହିଥିବା ବେଳେ ଶ୍ରମିକ ମାନେ ମଜୁରୀ ମଧ୍ଯ ଠିକ୍ ଭାବେ ପାଇଥିବା କହିଛନ୍ତି । ଶ୍ରମିକ ମାନଙ୍କୁ ମଜୁରୀ ଦୁଇ ମାସ ହେବ ପାଇନଥିବା ରୁ ଶ୍ରମିକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭିଆରପି ଦୁଲେନ୍ଦ୍ରି ଧାରୁଆ ରଜନି ମେହେର ମୁଁଣ୍ଡୋମହୁଲ ଜିଆର ଏସ ଡୁଲାମଣି ଵନଛୋର ଗ୍ରାମ ସାଥି ସୁସାନ୍ତ ମିଦ୍ଧା ଭଗବାନ ବାଗ ଜଏଦେବ ମହାନନ୍ଦ ଉପସ୍ଥିତ ଥିଲେ .

