ନୟାଗଡରେ ଫୁଟିଲା ବ୍ରହ୍ମକମଳ ପୁଷ୍ପ

ଓଡିଶା ତାଜା ନ୍ୟୁଜ୍ (୧୨ ଜୁନ୍ ଶୁକ୍ରବାର ) ନୟାଗଡ : ନୟାଗଡ ତ୍ରିନାଥ ଛକ ନିକଟ ମୁନିସିପାଲିଟି ର 10 ନଂ ୱାର୍ଡ ଅନ୍ତର୍ଗତ କଲେଜ ରୋଡ଼ ରେ ରହୁଥିବା ଅବସର ପ୍ରାପ୍ତ ତହସିଲଦାର ତଥା ଧର୍ମପରାୟଣ ବ୍ୟକ୍ତି ସୁଧାକର ପରିଡାଙ୍କ ଘର ସାମନାରେ ଥିବା ଚଉରା ଗଛ ନିକଟରେ

ଏକ ବ୍ରହ୍ମକମଳା ପୁଷ୍ପ ପ୍ରସ୍ପୁଟିତ ହୋଇଥିବା ଦେଖିବାକୁ ମିଳିଛି ଏହାକୁ ତାଙ୍କ ପରିବାରର ସୂତ୍ରରୁ ଜଣାପଡିଛି ଏହା ବିଗତ ଦେଢ଼ ରୁ ଦୁଇ ବର୍ଷ ତଳେ ରୋପଣ ହୋଇଥିବା ନେଇ ଉକ୍ତ ଗଛର ଯତ୍ନ ନେଇ ଥିବା ପରିବାର ସଦସ୍ୟ ବାପି ପରିଡା ପ୍ରକାଶ କରିଛନ୍ତି (ରିପୋର୍ଟ – ରାମକୃଷ୍ଣ ରଥ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com

Exit mobile version