୦୯ ଫେବୃଆରୀ ,ଗୁରୁବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ୫ମ ସମିତି ବୈଠକ ସିଆଲିଳଟି ପଞ୍ଚାୟତର ମାଙ୍କଡଡିଆଁ ଜଳ ପ୍ରକଳ୍ପ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବିଷୟ ଜନପ୍ରତିନିଧି ବ୍ଳକ ପ୍ରଶାସନ ଜଣାବା ସତେ କିଛି ସରପଞ୍ଚ ଓ ସମିତିସଭ୍ୟ ଏହା ବିରୋଧ କରି ବୈଠକ ଯୋଗ ଦେଇନଥିଲେ । କିଛି ହାତ ଗଣିତି ସରପଞ୍ଚ ଓ ସମିତି ବୈଠକରେ ଯୋଗଦେଇଥିଲେ । ଏହି ବୈଠକକୁ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର ଅଧ୍ୟକ୍ଷତା କହିଥିଲେ ।
ଏହି ବୈଠକରେ ମାଙ୍କଡଡିଆଁ ଜଳ ପ୍ରାପାତ ଉନ୍ନତୀକରଣ ପାଇଁ ପର୍ଯ୍ୟଟନ ଓ ସଂକୃତି ବିଭାଗକୁ ଚିଠି ଲେଖିବାକୁ ସ୍ତିର ହୋଇଥିଲା । ବୁଢା ବୁଢି ଭତ୍ତା ଟଙ୍କା ବ୍ୟାଙ୍କ ଦ୍ବାରା ଦିଆଗଲେ ଲୋକଙ୍କୁ ଠିକ୍ ମିଲୁନି, ବ୍ଳକର ୫ କଲୋମିଟର ଉଦ୍ଧ୍ବ ଥିବା ରାସ୍ତାକୁ ଆରଡି ବିଭାଗକୁ ହତାନ୍ତର କରିବା ସହ ସେହି ରାସ୍ତାକୁ ପ୍ରାଧାନ ମନ୍ତୀ ସୋଡକ ଯୋଜନାରେ ରାସ୍ତା ନିର୍ମାଣ କରାଯାଉ ,
